Public App Logo
Profile Picture

Angul Express

@angulexpress39
534Followers
0Following
ବନ୍ୟାରେ ଭାସିଗଲା ଗ୍ୟାସ ପ୍ଲାଣ୍ଟର LPG ସିଲିଣ୍ଡର, ଲୋକେ ବୋହିନେଲେ ' ଭାଇରାଲ ହେଉଛି ଭିଡିଓ । <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=lpggas nis:value=Lpggas nis:enabled=true nis:link/> <nis:link nis:type=tag nis:id=hevyrainful nis:value=hevyrainful nis:enabled=true nis:link/> <nis:link nis:type=tag nis:id=maharastragoverenment nis:value=maharastragoverenment nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
<nis:link nis:type=tag nis:id=ବନ୍ତଳା_ଅଞ୍ଚଳର_ଦୀର୍ଘ_୪୦_ବର୍ଷର_ସ୍ୱପ୍ନକୁ_ପୂରଣ_କଲେ_ଅନୁଗୁଳ_ବିଧାୟକ। nis:value=ବନ୍ତଳା_ଅଞ୍ଚଳର_ଦୀର୍ଘ_୪୦_ବର୍ଷର_ସ୍ୱପ୍ନକୁ_ପୂରଣ_କଲେ_ଅନୁଗୁଳ_ବିଧାୟକ। nis:enabled=true nis:link/> ହିଡସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ହୋଇଛି। ଆୟୋଜିତ ଜନ ଶୁଣାଣିରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=angul nis:value=angul nis:enabled=true nis:link/> Pratap Chandra Pradhan  <nis:link nis:type=tag nis:id=hidsingh nis:value=hidsingh nis:enabled=true nis:link/> <nis:link nis:type=tag nis:id=waterproject nis:value=waterproject nis:enabled=true nis:link/> <nis:link nis:type=tag nis:id=bantala nis:value=bantala nis:enabled=true nis:link/>
ଓଡିଶା ପୋଲିସ ଉପରେ ରାଜନୀତି ଚାପ ପଡୁଛି କି ? <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/>
ସୁପ୍ରିମକୋର୍ଟଙ୍କ ବଡ଼ ରାୟ...। <nis:link nis:type=tag nis:id=supremecourtjudgements nis:value=SupremeCourtJudgements nis:enabled=true nis:link/> 
<nis:link nis:type=tag nis:id=suprime_cort_of_india nis:value=SUPRIME_CORT_OF_INDIA nis:enabled=true nis:link/>
ଟ୍ରେନ ବଗି ଭିତରେ ହନିମୁନ ଡେଷ୍ଟିନେସନ।  
<nis:link nis:type=tag nis:id=indianrailways nis:value=indianrailways nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ଆଠ ଘଣ୍ଟାରେ କୋଲିୟରୀ ପୋଲିସକୁ ମିଳିଛି ବଡ଼ ସଫଳତା: ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୪୭ ହଜାର ଟଙ୍କା ଓ ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଜବତ। 
ଅନୁଗୁଳ ଜିଲ୍ଲା କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରି ମାମଲା ରୁଜୁ ହେବାର ମାତ୍ର ଆଠ ଘଣ୍ଟା ମଧ୍ୟରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ ଏବଂ ୨୧.୨୮୦ ଗ୍ରାମ ଶୁଦ୍ଧ ତରଳାଇଥିବା ସୁନା ଜବତ କରିଛି।
ସୂଚନା ଅନୁସାରେ, ଡେରା କୋଲିୟାରୀର ବାସିନ୍ଦା ସାର୍ଥକ ସିଙ୍ଘଲଙ୍କ ଘରୁ ଗତ ଜୁଲାଇ ୨ ତାରିଖରେ ପ୍ରାୟ ୬ ତୋଳା ଓଜନର ଦୁଇଟି ସୁନା ବାଲା ଚୋରି ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା। ବହୁ ଖୋଜାଖୋଜି ପରେ ଜୁଲାଇ ୭ ତାରିଖରେ ସେ କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏଫ୍‌ଆଇଆର୍‌ ରୁଜୁ ହେବା ପରେ ଅନୁଗୁଳ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ପରିଦର୍ଶନ, ସିସିଟିଭି ଫୁଟେଜ୍‌ ଯାଞ୍ଚ ଏବଂ ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ଘରୋଇ ସହାୟକ ତୀର୍ଥ ମୁଖୀଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେ ଚୋରି କରିଥିବା କଥା ସ୍ୱୀକାର କରିଥିଲେ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ତୀର୍ଥ ମୁଖୀ ଦୀପକ ଚାନ୍ଦଙ୍କ ସହଯୋଗରେ ଚୋରି ସୁନାକୁ ଶର୍ମା ଛକର ଏକ ଗୋଲ୍ଡ ରିଫାଇନେରୀରେ ତରଳାଇଥିଲେ। ପରେ ସେହି ସୁନାର ଏକ ଅଂଶ ବିଭିନ୍ନ ଅଳଙ୍କାର ଦୋକାନକୁ ବିକ୍ରି କରାଯାଇଥିଲା ଏବଂ ଅବଶିଷ୍ଟ ସୁନା ରିଫାଇନେରୀ ମାଲିକଙ୍କ ପାଖରେ ରହିଥିଲା।
ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ କ୍ରମାଗତ ଚଢ଼ାଉ କରି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ, ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଏବଂ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।
ଏହି ସଫଳ ଅପରେସନ୍‌ରେ କୋଲିୟାରୀ ଥାନା ଆଇଆଇସି ଧୀରେଶ କୁମାର ଦାସ, ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବଳରାମ ସାମନ୍ତରାୟଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମଗ୍ର ଅଭିଯାନକୁ ଅନୁଗୁଳ ଜିଲ୍ଲା ଏସ୍‌ପି, ଅତିରିକ୍ତ ଏସ୍‌ପି ଏବଂ ତାଳଚେର ଏସ୍‌ଡିପିଓ ନିରନ୍ତର ତଦାରଖ କରୁଥିଲେ।
ମାତ୍ର ଆଠ ଘଣ୍ଟା ମଧ୍ୟରେ ମାମଲାର ପର୍ଦ୍ଦାଫାସ କରି ଚୋରି ହୋଇଥିବା ସମ୍ପତ୍ତିର ବଡ଼ ଅଂଶ ଉଦ୍ଧାର କରିବାକୁ ନେଇ ଅନୁଗୁଳ ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ। <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ଆଠ ଘଣ୍ଟାରେ କୋଲିୟରୀ ପୋଲିସକୁ ମିଳିଛି ବଡ଼ ସଫଳତା: ୭ ଅଭିଯୁକ୍ତ ଗିରଫ, ୧ ଲକ୍ଷ ୪୭ ହଜାର ଟଙ୍କା ଓ ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଜବତ। 
ଅନୁଗୁଳ ଜିଲ୍ଲା କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରି ମାମଲା ରୁଜୁ ହେବାର ମାତ୍ର ଆଠ ଘଣ୍ଟା ମଧ୍ୟରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ ଏବଂ ୨୧.୨୮୦ ଗ୍ରାମ ଶୁଦ୍ଧ ତରଳାଇଥିବା ସୁନା ଜବତ କରିଛି।
ସୂଚନା ଅନୁସାରେ, ଡେରା କୋଲିୟାରୀର ବାସିନ୍ଦା ସାର୍ଥକ ସିଙ୍ଘଲଙ୍କ ଘରୁ ଗତ ଜୁଲାଇ ୨ ତାରିଖରେ ପ୍ରାୟ ୬ ତୋଳା ଓଜନର ଦୁଇଟି ସୁନା ବାଲା ଚୋରି ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା। ବହୁ ଖୋଜାଖୋଜି ପରେ ଜୁଲାଇ ୭ ତାରିଖରେ ସେ କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏଫ୍‌ଆଇଆର୍‌ ରୁଜୁ ହେବା ପରେ ଅନୁଗୁଳ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳ ପରିଦର୍ଶନ, ସିସିଟିଭି ଫୁଟେଜ୍‌ ଯାଞ୍ଚ ଏବଂ ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ଘରୋଇ ସହାୟକ ତୀର୍ଥ ମୁଖୀଙ୍କ ଉପରେ ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ସେ ଚୋରି କରିଥିବା କଥା ସ୍ୱୀକାର କରିଥିଲେ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ତୀର୍ଥ ମୁଖୀ ଦୀପକ ଚାନ୍ଦଙ୍କ ସହଯୋଗରେ ଚୋରି ସୁନାକୁ ଶର୍ମା ଛକର ଏକ ଗୋଲ୍ଡ ରିଫାଇନେରୀରେ ତରଳାଇଥିଲେ। ପରେ ସେହି ସୁନାର ଏକ ଅଂଶ ବିଭିନ୍ନ ଅଳଙ୍କାର ଦୋକାନକୁ ବିକ୍ରି କରାଯାଇଥିଲା ଏବଂ ଅବଶିଷ୍ଟ ସୁନା ରିଫାଇନେରୀ ମାଲିକଙ୍କ ପାଖରେ ରହିଥିଲା।
ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ କ୍ରମାଗତ ଚଢ଼ାଉ କରି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ, ୨୧.୨୮୦ ଗ୍ରାମ ଶୁଦ୍ଧ ସୁନା ଏବଂ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।
ଏହି ସଫଳ ଅପରେସନ୍‌ରେ କୋଲିୟାରୀ ଥାନା ଆଇଆଇସି ଧୀରେଶ କୁମାର ଦାସ, ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବଳରାମ ସାମନ୍ତରାୟଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମଗ୍ର ଅଭିଯାନକୁ ଅନୁଗୁଳ ଜିଲ୍ଲା ଏସ୍‌ପି, ଅତିରିକ୍ତ ଏସ୍‌ପି ଏବଂ ତାଳଚେର ଏସ୍‌ଡିପିଓ ନିରନ୍ତର ତଦାରଖ କରୁଥିଲେ।
ମାତ୍ର ଆଠ ଘଣ୍ଟା ମଧ୍ୟରେ ମାମଲାର ପର୍ଦ୍ଦାଫାସ କରି ଚୋରି ହୋଇଥିବା ସମ୍ପତ୍ତିର ବଡ଼ ଅଂଶ ଉଦ୍ଧାର କରିବାକୁ ନେଇ ଅନୁଗୁଳ ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ। <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
<nis:link nis:type=tag nis:id=ମୁଖ୍ୟମନ୍ତ୍ରୀଙ୍କ_ଫୋଟୋ_ବିକୃତ_କରିବା_ଯୁବକଙ୍କୁ_ପଡିଲା_ମହଙ୍ଗା। nis:value=ମୁଖ୍ୟମନ୍ତ୍ରୀଙ୍କ_ଫୋଟୋ_ବିକୃତ_କରିବା_ଯୁବକଙ୍କୁ_ପଡିଲା_ମହଙ୍ଗା। nis:enabled=true nis:link/> ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିକୃତ AI ଫୋଟୋ ପୋଷ୍ଟ କରି ଗିରଫ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଜଣେ ଯୁବକ। <nis:link nis:type=tag nis:id=cybercrime nis:value=cybercrime nis:enabled=true nis:link/> <nis:link nis:type=tag nis:id=cmoodisha nis:value=CMOOdisha nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=mohanmajhi nis:value=MohanMajhi nis:enabled=true nis:link/>
ନବନିର୍ମିତ ୫୫ ନମ୍ବର ଜାତୀୟ ରାଜପଥରେ ଲଗାଣ ବର୍ଷା ଯୋଗୁ ରାସ୍ତା ର ଦୁଇ ଫୁଟ ଉପରେ ଚାଲୁଚି ପାଣି। <nis:link nis:type=tag nis:id=angul nis:value=angul nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=nh55 nis:value=Nh55 nis:enabled=true nis:link/>
ନଦୀ ଭିତରେ ପଶିବା ହେଲା କାଳ , କଟକ ନରାଜରେ ସେଲ୍ଫି ନେଲାବେଳେ ଭାସିଗଲେ ତିନି ଜଣ ଯୁବକ। ଦୁଇ ଜଣ ଉଦ୍ଧାର ଜଣେ ନିଖୋଜ।ତିନି ଜଣ ସାଙ୍ଗ କଟକ ମାଛୁଆ ବଜାର ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି । <nis:link nis:type=tag nis:id=mahanandi nis:value=mahanandi nis:enabled=true nis:link/> <nis:link nis:type=tag nis:id=ctc nis:value=CTC nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ଲଗାଣ ବର୍ଷା ଯୋଗୁଁ ଅନୁଗୁଳ ସହରର ବ୍ରାହ୍ମଣୀଦେଇ ପଡାରେ ସୃଷ୍ଟି ହୋଇଛି ଅସହ୍ୟ ପରିସ୍ଥିତି। ବର୍ଷା ପାଣି ଘର ଓ ରାସ୍ତାରେ ପଶିଯାଇଥିବାରୁ ଅଞ୍ଚଳବାସୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=rainful nis:value=rainful nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
<nis:link nis:type=tag nis:id=ଚଉଠି_ରାତିରେ_ଛୁଆ_ଜନ୍ମ_କଲେ_ନବବଧୂ nis:value=ଚଉଠି_ରାତିରେ_ଛୁଆ_ଜନ୍ମ_କଲେ_ନବବଧୂ nis:enabled=true nis:link/> 
। ଆଜିର ଏକ ଚର୍ଚ୍ଚିତ ଖବର ଆସିଛି ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରୁ। ଚତୁର୍ଥୀ ରାତିରେ ଜଣେ ନବବଧୂ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏରସମା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ସମ୍ପ୍ରତି ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା। ବିବାହର ଚତୁର୍ଥୀ ରାତିରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ପ୍ରକାଶ ପାଇବା ପରେ ଘଟଣାଟିକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ଏଡିଏମଓ (ମେଡିକାଲ୍) ଡା. ସରୋଜ ଜେନାଙ୍କ କହିବା ଅନୁସାରେ, ବର୍ତ୍ତମାନ ମା' ଓ ନବଜାତ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ପ୍ରାରମ୍ଭିକ ଚିକିତ୍ସା ସମୟରେ ପ୍ରସୂତିଙ୍କ ଶରୀରରେ ରକ୍ତର ପରିମାଣ କମ୍ ଥିବା ଜଣାପଡ଼ିଥିଲା। ପ୍ରଥମେ ତାଙ୍କୁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଘଟଣାକୁ ନେଇ ଏରସମା ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ପ୍ରସବ କେଉଁଠାରେ ହୋଇଥିଲା ଏବଂ ମାମଲାର ପ୍ରକୃତ କାରଣ କ'ଣ, ସେ ସମ୍ପର୍କରେ ପୁଲିସ କିମ୍ବା ଡାକ୍ତରଖାନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସରକାରୀ ସୂଚନା ଦିଆଯାଇନାହିଁ।
ଏହି ଘଟଣାକୁ ନେଇ ବିଭିନ୍ନ ଦାବି ଓ ଚର୍ଚ୍ଚା ହେଉଥିଲେ ମଧ୍ୟ, ସେଗୁଡ଼ିକର ସରକାରୀ ପୁଷ୍ଟି ହୋଇନାହିଁ। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
<nis:link nis:type=tag nis:id=bigbreakingnews nis:value=BigBreakingNews nis:enabled=true nis:link/> 
<nis:link nis:type=tag nis:id=ଭୁବନେଶ୍ବର_ଡିସିପିଙ୍କ_ଇସ୍ତଫା nis:value=ଭୁବନେଶ୍ବର_ଡିସିପିଙ୍କ_ଇସ୍ତଫା nis:enabled=true nis:link/>
-ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
-୨୦୧୩ ବ୍ୟାଚ୍‌ର IPS ଜଗମୋହନ ମୀନାଙ୍କ ଇସ୍ତଫା
-ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ
-୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଦେଇଥିଲେ ଯୋଗ 
<nis:link nis:type=tag nis:id=bhubaneswardcpresigns nis:value=BhubaneswarDCPResigns nis:enabled=true nis:link/>  <nis:link nis:type=tag nis:id=jagmohanmeenaresignation nis:value=JagmohanMeenaResignation nis:enabled=true nis:link/> <nis:link nis:type=tag nis:id=bhubaneswardcp nis:value=BhubaneswarDCP nis:enabled=true nis:link/>  <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/>  <nis:link nis:type=tag nis:id=jagmohanmeena nis:value=JagmohanMeena nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
<nis:link nis:type=tag nis:id=ଡ୍ରେନ_ସୁବିଧା_କଲେ_ଅନୁଗୁଳ_ବିଧାୟକ। nis:value=ଡ୍ରେନ_ସୁବିଧା_କଲେ_ଅନୁଗୁଳ_ବିଧାୟକ। nis:enabled=true nis:link/>
ଲଗାଣ ବର୍ଷାରେ ଟାଟା ଷ୍ଟିଲ ପ୍ଲାଣ୍ଟରୁ ତାଳବାହାଳ ଗ୍ରାମକୁ ପାଣି ପ୍ରବାହିତ ହେଇଥିବା ବେଳେ ଡ୍ରେନ ସୁବିଧା ପାଇଁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଧାୟକ ଗୋଟେ ଦିନ ମଧ୍ୟରେ ଡ୍ରେନ ସମସ୍ୟା ଦୂର କରିଲେ। Pratap Chandra Pradhan  <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=mla nis:value=MLA nis:enabled=true nis:link/> <nis:link nis:type=tag nis:id=bjpgoverment nis:value=BJPgoverment nis:enabled=true nis:link/> <nis:link nis:type=tag nis:id=tatasteelltd nis:value=TataSteelLtd nis:enabled=true nis:link/>
<nis:link nis:type=tag nis:id=ବଢ଼ିପାଣିରେ_ଭାସି_ଯାଉଥିଲେ_ଦୁଇ_ମହିଳା_ଉଦ୍ଧାର_କଲା_ଅଗ୍ନିଶମ_ବିଭାଗ। nis:value=ବଢ଼ିପାଣିରେ_ଭାସି_ଯାଉଥିଲେ_ଦୁଇ_ମହିଳା_ଉଦ୍ଧାର_କଲା_ଅଗ୍ନିଶମ_ବିଭାଗ। nis:enabled=true nis:link/> କାଠ ଆଣିବା ପାଇଁ ଯାଇ ସାଲୁଙ୍କି ନଦୀ ପାଲଝାର ଡ୍ୟାମ ତଳ ମୁଣ୍ଡରେ ଫସିଲେ ଦୁଇ ମହିଳା । ବୋୖଦ୍ଧ ଅଗ୍ନିଶମ ବିଭାଗ ର ତିନି ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ମହିଳା । ମହିଳା ଦୁଇଜଣ ଙ୍କ ମଧ୍ୟରୁ ଜଣେ ହେଲେ ଲକ୍ଷ୍ମୀପଦର ଗ୍ରାମର ଯଶବନ୍ତି ନାୟକ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କୀୟା କୁମାରୀ ମାଝୀ ହୋଇଥିବା ସୂଚନା ।  ଗତ ୪ଦିନ ହେଲା ଲଗାଣ ବର୍ଷା ପାଇଁ ନଦୀ ରେ ମୂଳ ଲଂଘଉଛି ବନ୍ୟା ଜଳ ।  ସେପଟେ ଏକ ଗଛ ବୁଦା ଧରି ଉଛୁଳା ନଦୀ ରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ ଦୁଇ ମହିଳା । ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଦେଖନ୍ତୁ କିଭଳି ଥିଲା ସେତେବେଳେ ର ଦୃଶ୍ୟ । ଅତି ବିପଦପୂର୍ଣ୍ଣ ରହିଛି ସେତେବେଳେ ର ଦୃଶ୍ୟ । <nis:link nis:type=tag nis:id=boudh nis:value=boudh nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=heavyrain nis:value=heavyrain nis:enabled=true nis:link/> <nis:link nis:type=tag nis:id=weather nis:value=weather nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/>
ସ୍କୁଲରେ ତାଲା ବାରଣ୍ଡାରେ ପାଠ ପଢିଲେ ଛାତ୍ର ଛାତ୍ରୀ ।
ଅଭିଭାବକଙ୍କ ଅସନ୍ତୋଷ । ଏଭଳି ଚିତ୍ର ଦେଖିବାକୁ ମିଛି କଣିହାଁ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଢିପ ସାହି ଶିପୁର।  <nis:link nis:type=tag nis:id=kaniha nis:value=Kaniha nis:enabled=true nis:link/> <nis:link nis:type=tag nis:id=educationmatters nis:value=EducationMatters nis:enabled=true nis:link/> <nis:link nis:type=tag nis:id=educationminister nis:value=EducationMinister nis:enabled=true nis:link/> <nis:link nis:type=tag nis:id=nityanandagond nis:value=nityanandagond nis:enabled=true nis:link/>  <nis:link nis:type=tag nis:id=suryabanshisuraj nis:value=suryabanshisuraj nis:enabled=true nis:link/> <nis:link nis:type=tag nis:id=dharmendrapradhan nis:value=DharmendraPradhan nis:enabled=true nis:link/> <nis:link nis:type=tag nis:id=anguldistrictadministration nis:value=anguldistrictadministration nis:enabled=true nis:link/> <nis:link nis:type=tag nis:id=anugul nis:value=anugul nis:enabled=true nis:link/>
ବିପଦରେ ପାଠପଢ଼ା, ନାଳ ପାରି ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ ।ବିକାଶର ବାସ୍ତବ ଚିତ୍ର – ନାଳ ପାର ହୋଇ ଶିକ୍ଷା ପାଇଁ ସଂଘର୍ଷ। <nis:link nis:type=tag nis:id=cmoodisha nis:value=CMOOdisha nis:enabled=true nis:link/> <nis:link nis:type=tag nis:id=mohanmajhi nis:value=MohanMajhi nis:enabled=true nis:link/> <nis:link nis:type=tag nis:id=educationmatters nis:value=EducationMatters nis:enabled=true nis:link/> <nis:link nis:type=tag nis:id=nityanandagond nis:value=nityanandagond nis:enabled=true nis:link/> <nis:link nis:type=tag nis:id=suryabanshisuraj nis:value=suryabanshisuraj nis:enabled=true nis:link/> <nis:link nis:type=tag nis:id=educationminister nis:value=EducationMinister nis:enabled=true nis:link/> <nis:link nis:type=tag nis:id=dharmendrapradhan nis:value=DharmendraPradhan nis:enabled=true nis:link/> Pratap Chandra Pradhan  <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=anguldistrictadministration nis:value=anguldistrictadministration nis:enabled=true nis:link/>
ଚାଲିପାରୁନାହାନ୍ତି କିନ୍ତୁ ଗଢ଼ୁଛନ୍ତି ଶହ ଶହ ପିଲାଙ୍କ ଭବିଷ୍ୟତ। 
ଭିନ୍ନକ୍ଷମ ହୋଇ ମଧ୍ୟ ହାର୍ ମାନିନାହାନ୍ତି ସୁଶାନ୍ତ ସାର। <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=educationalnews nis:value=educationalnews nis:enabled=true nis:link/> <nis:link nis:type=tag nis:id=educationmatters nis:value=EducationMatters nis:enabled=true nis:link/> <nis:link nis:type=tag nis:id=highlight nis:value=highlight nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ଲଗାଣ ବର୍ଷାରେ ବେହାଲ ଅନୁଗୁଳ ବ୍ରାହ୍ମଣୀଦେଇ ପଡା। ଜଳବନ୍ଦୀ ଅଞ୍ଚଳବାସୀ , ଜନ ଜୀବନ ଅସ୍ତବ୍ୟସ୍ତ। <nis:link nis:type=tag nis:id=wether nis:value=wether nis:enabled=true nis:link/> <nis:link nis:type=tag nis:id=rainful nis:value=Rainful nis:enabled=true nis:link/> <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
କୁହାଯାଏ ଶିକ୍ଷା ହେଉଛି ଉନ୍ନତ ସମାଜର ମୂଳଦୁଆ। କିନ୍ତୁ ଆଜି ବି ଏମିତି କିଛି ଗାଁ ରହିଛି, ଯେଉଁଠି ସ୍କୁଲକୁ ଯିବା ପାଇଁ କୁନି କୁନି ପିଲାଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡୁଛି। ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଶିକ୍ଷାର ଏହି ବାସ୍ତବ ଚିତ୍ର ପ୍ରଶାସନର ବିକାଶ ଦାବି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ତୁ ଦେଖିବା ଆମର ଏହି ସ୍ପେସିଆଲ ରିପୋର୍ଟ।
ଏହି ଦୃଶ୍ୟ ହେଉଛି ଅନୁଗୁଳ ବ୍ଲକର ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗାଁର। ଅନୁଗୁଳ ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଥିବା ଏହି ଗାଁରେ ଆଜି ବି ଶିକ୍ଷା ପାଇଁ ସଂଘର୍ଷ ଜାରି ରହିଛି। ପ୍ରତିଦିନ ଅଙ୍ଗନୱାଡ଼ିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଗଡତଇଳା ବିଦ୍ୟାଳୟକୁ ଯିବା ପାଇଁ ଏହି ନାଳ ପାର ହେବାକୁ ବାଧ୍ୟ ହେଉଛନ୍ତି।
ଖରାଦିନରେ କୌଣସି ପ୍ରକାରେ ପିଲାମାନେ ନାଳ ପାର ହୋଇ ସ୍କୁଲରେ ପହଞ୍ଚିଯାଉଥିବା ବେଳେ, ବର୍ଷା ଆସିଲେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଏ। ନାଳରେ ପାଣି ବଢ଼ିଗଲେ ପ୍ରାୟ ତିନି ମାସ ଧରି ସ୍କୁଲକୁ ଯିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଫଳରେ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି ଏବଂ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି।
ଗ୍ରାମବାସୀଙ୍କ କହିବା କଥା, ବହୁବାର ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ଏକ ଛୋଟ ପୋଲ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ବିକାଶର ଦାବି କାଗଜ କଲମରେ ସୀମିତ ରହିଥିବା ବେଳେ, ଏହାର ବାସ୍ତବ ଚିତ୍ର ଏହି ଗାଁରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ପ୍ରଶ୍ନ ଉଠୁଛି, ସ୍କୁଲକୁ ଯିବା ପାଇଁ କୁନି କୁନି ପିଲାଙ୍କୁ ଆଉ କେତେଦିନ ଏଭଳି ଜୀବନକୁ ବାଜି ଲଗାଇବାକୁ ପଡ଼ିବ? ପ୍ରଶାସନ କେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବ? ଏବଂ ଏହି ପିଲାମାନଙ୍କ ପାଇଁ କେବେ ନିରାପଦ ଯାତାୟାତର ବ୍ୟବସ୍ଥା ହେବ ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ । <nis:link nis:type=tag nis:id=cmoodisha nis:value=CMOOdisha nis:enabled=true nis:link/> <nis:link nis:type=tag nis:id=mohanmajhi nis:value=MohanMajhi nis:enabled=true nis:link/> <nis:link nis:type=tag nis:id=suryabanshisuraj nis:value=suryabanshisuraj nis:enabled=true nis:link/> <nis:link nis:type=tag nis:id=nityananadagond nis:value=nityananadagond nis:enabled=true nis:link/> <nis:link nis:type=tag nis:id=dharmendrapradhan nis:value=DharmendraPradhan nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/> <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=anguldistrictadministration nis:value=anguldistrictadministration nis:enabled=true nis:link/>
ଆମେ ଅନ୍ଧ ଭକ୍ତ ନୁହଁ ଆମେ ମୋଦି ମୋହନ ଧର୍ମେନ୍ଦ୍ର ରୁଦ୍ର ଭକ୍ତ।
ବୁକୁଚା ବୁହା କାମ କରିବା ଶିଖ, ଏମିତି ବିଜେଡିକୁ ତେର୍ଚ୍ଚା ବାଣ ମାରିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=politicalnews nis:value=PoliticalNews nis:enabled=true nis:link/> <nis:link nis:type=tag nis:id=odishapolitics nis:value=OdishaPolitics nis:enabled=true nis:link/> <nis:link nis:type=tag nis:id=dharmendrapradhan nis:value=DharmendraPradhan nis:enabled=true nis:link/> <nis:link nis:type=tag nis:id=pmmodiji nis:value=PMModiji nis:enabled=true nis:link/> <nis:link nis:type=tag nis:id=narendramodi nis:value=NarendraModi nis:enabled=true nis:link/> Pratap Chandra Pradhan <nis:link nis:type=tag nis:id=rudranarayan_pani nis:value=rudranarayan_pani nis:enabled=true nis:link/> <nis:link nis:type=tag nis:id=mohanmajhi nis:value=MohanMajhi nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଡିସିପିଙ୍କ ବଡ଼ ମନ୍ତବ୍ୟ । ‘ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ ହୁଏନି’ । ‘କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଅନୁଧ୍ୟାନ କରିବୁ’ । ‘କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ବାର୍ଟର୍ସ ଥିଲେ’ ।।'ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍‌ ଉଠାଇ ନ ଥିଲେ । ତେଣୁ କାଲି ରାତିରେ ସେ ଖାଇ ନଥିଲେ- ଏସ୍‌. ଦେବଦତ୍ତ ସିଂ । ‘ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ’ । ‘କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି’ । ‘କମିଶନରେଟ୍‌ ପୋଲିସରେ ଭଲ କାମ କରୁଥିଲେ, ପବ୍ଲିକ ଡିଲିଂ ଭଲ ଥିଲା’ <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=newsupdate nis:value=NewsUpdate nis:enabled=true nis:link/> <nis:link nis:type=tag nis:id=odishapoliceorganisation nis:value=odishapoliceorganisation nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅଟକାଇ ରଖିଲା ହାତୀ ରାଜୁ । <nis:link nis:type=tag nis:id=elephantraju nis:value=Elephantraju nis:enabled=true nis:link/> <nis:link nis:type=tag nis:id=forestdipartment nis:value=forestdipartment nis:enabled=true nis:link/> <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
ନିଶା ଥାନା ଏଏସଆଇ ଚିତ୍ତ ରଞ୍ଜନ ସାହୁଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ। ୧୫ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରିଥିଲା। ମାମଲା ର ରାୟ ପ୍ରକାଶ ପରେ ଅଭିଯୁକ୍ତ ଏଏସଆଇଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ। <nis:link nis:type=tag nis:id=vigilancecase nis:value=VigilanceCase nis:enabled=true nis:link/> <nis:link nis:type=tag nis:id=courtrai nis:value=courtrai nis:enabled=true nis:link/> <nis:link nis:type=tag nis:id=anugul nis:value=anugul nis:enabled=true nis:link/> <nis:link nis:type=tag nis:id=criminalcase nis:value=criminalcase nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
<nis:link nis:type=tag nis:id=ପର୍ଯ୍ୟଟନର_ହେବ_ବିକାଶ_ଉପମୁଖ୍ୟମନ୍ତ୍ରୀ_ପ୍ରଭାତୀ_ପରିଡା nis:value=ପର୍ଯ୍ୟଟନର_ହେବ_ବିକାଶ_ଉପମୁଖ୍ୟମନ୍ତ୍ରୀ_ପ୍ରଭାତୀ_ପରିଡା nis:enabled=true nis:link/> 
ଅନୁଗୁଳରେ ଥିବା ମା ଦକ୍ଷିଣ କାଳୀଙ୍କ କାଙ୍ଗୁଲା ମନ୍ଦିର ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। <nis:link nis:type=tag nis:id=prabhatiparida nis:value=prabhatiparida nis:enabled=true nis:link/> <nis:link nis:type=tag nis:id=deputyminister nis:value=DeputyMinister nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=odishatourism nis:value=odishatourism nis:enabled=true nis:link/> <nis:link nis:type=tag nis:id=angulexpress nis:value=angulexpress nis:enabled=true nis:link/>
Angul Express (@angulexpress39) | Public App