ଛାତ୍ର ସଂସଦ ନିର୍ବାଚନ: ଏନଏସୟୁଆଇର ନିର୍ଦ୍ୱନ୍ଦ୍ୱ ବିଜୟ ପରେ କଂଗ୍ରେସର ବିଜୟ ଉତ୍ସବ
Baleshwar, Balasore | Oct 10, 2026
ଛାତ୍ର ସଂସଦ ନିର୍ବାଚନରେ ଏନଏସୟୁଆଇ ପ୍ରାର୍ଥୀଙ୍କ ସଫଳତା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳିତ। ଫକୀର ମୋହନ ଓ କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।