ବାରିପଦା ସଦର: ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ସେବା ସେତୁ ଅଭିଯାନ: ୧୦୪ ଜଣ ହିତାଧିକାରୀ ଉପକୃତ
ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକରେ ଅନୁଷ୍ଠିତ ସେବା ସେତୁ ଅଭିଯାନ-୨୦୨୬ରେ ୧୦୪ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ମୋଟ ୪୩୭ ପଞ୍ଜୀକରଣ ଓ ୧୨୮ଟି ଅଭିଯୋଗ ଗ୍ରହଣ କରାଯାଇଛି।