ରାଇରଙ୍ଗପୁୁର: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସ୍ଥଗିତ, ଜାଣନ୍ତୁ ନୂଆ ତାରିଖ
ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ସ୍ଥଗିତ ରଖାଯାଇଛି। ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର ୨୮ ଓ ୨୯ ବଦଳରେ, ବର୍ତ୍ତମାନ ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ମୟୂରଭଞ୍ଜ ଗସ୍ତ କରିବେ।