ମୋରଡା: ରାସଗୋବିନ୍ଦପୁରରେ କଂଗ୍ରେସ-ବାମପନ୍ଥୀଙ୍କ ବିକ୍ଷୋଭ: ପାଚିକାଙ୍କ ଦରମା ବୃଦ୍ଧି ସହ ଅନେକ ଦାବି
ରାସଗୋବିନ୍ଦପୁରରେ କଂଗ୍ରେସ ଓ ସିପିଆଇ (ଏମ) ପକ୍ଷରୁ ବିଶାଳ ବିକ୍ଷୋଭ। ନିର୍ବାଚନ କମିଶନରଙ୍କ ଇସ୍ତଫା, ଦରଦାମ ବୃଦ୍ଧି ଓ ସ୍କୁଲ ପାଚିକା-ସହାୟିକାଙ୍କ ଦରମା ୨୬ ହଜାର ଟଙ୍କା କରିବା ସମେତ ବିଭିନ୍ନ ଦାବି ନେଇ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିଲା ଶୋଭାଯାତ୍ରା।