ବାରିପଦା ସଦର: ମୟୂରଭଞ୍ଜରେ ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ ୱାର୍ଣିଂ: 27 ରୁ 30 ଅକ୍ଟୋବର ପର୍ଯ୍ୟନ୍ତ ସତର୍କ ରୁହନ୍ତୁ
ମୟୂରଭଞ୍ଜ ଜିଲ୍ଲାରେ ୨୭ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା, ପବନ ଓ ବଜ୍ରପାତ ନେଇ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣିଂ। ୧୨ ରୁ ୨୦ ସେଣ୍ଟିମିଟର ବର୍ଷା ଓ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା। ସୁରକ୍ଷିତ ରହିବାକୁ ସତର୍କ ସୂଚନା।