ଭୁବନେଶ୍ୱର: ଓଡ଼ିଶା ବନ୍ଦର ପ୍ରଭାବ ନାହିଁ, ଜନଜୀବନ ସମ୍ପୂର୍ଣ୍ଣ ସ୍ୱାଭାବିକ
Bhubaneswar, Khordha | Sep 30, 2026
ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାର କୌଣସି ପ୍ରଭାବ ପଡ଼ିନାହିଁ। ସାରା ରାଜ୍ୟରେ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ ଖୋଲା ରହିଛି। ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଇ ନାହିଁ। ସାଧାରଣ ଜନତା ଭୟଭୀତ ହୁଅନ୍ତୁ ନାହିଁ।