ଆସିକା ବ୍ଲକ ବାଙ୍ଗରଡ଼ା ପଞ୍ଚାୟତର ନାହାଡ଼ା ଗ୍ରାମରେ ବିଧାୟକଙ୍କ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ। ସ୍ଥାନୀୟ ଅସହାୟ ପରିବାରଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ।