Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବୌଦ୍ଧ ସଦର: ବିଶ୍ଵନାଥପୁରଗ୍ରାମ ରାସ୍ତାରୁ ୨୪୦କେଜି ଗଞ୍ଜେଇ ସହିତ ପିକପକୁ ଜବତ କରିଥିବା ନେଇ ବୌଦ୍ଧ ଅବକାରୀରେଞ୍ଜ ଇନସ୍ପେକଟରଙ୍କ ଗଣମାଧ୍ୟମରେ ପ୍ରୀକ୍ରୟା

ଆଜି ସନ୍ଧ୍ୟା ୫ଟା ସମୟରେ ବୌଦ୍ଧ ଜିଲ୍ଲା NDPS ଗୋଦାମ ଠାରେ, ବୌଦ୍ଧ ଅବକାରୀ ରେଞ୍ଜ ଇନସ୍ପେକଟର ଶ୍ରୀ ଦୀଲପ କୁମାର ଶତପଥୀ ଗଣ ମାଧ୍ୟମରର ପ୍ରତିକ୍ରିୟା ଦେଇଛନ୍ତି l ଯେ ସେ କାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଶ୍ଵନାଥପୁର ଗ୍ରାମ ରାସ୍ତାରେ ପେଟ୍ରୋଲିଙ୍ଗ କରି ଗାଡି ମଟର ଯାଞ୍ଚ କରୁଥିବା ସମୟରେ l OD-୩୧K-୦୨୧୩ ନମ୍ବର ଲାଗିଥିବା ମହିନ୍ଦା ପିକପ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖିଲା ଏହାକୁ ପଚାକରିଥିଲେ l ଗାଡିର ଚଳକ ସେଠାରୁ ଫେରାର ହୋଇଯାଇଥିଲା, ଗାଡ଼ିରୁ ୨୪୦କେଜି ଗଞ୍ଜେଇ ଜବତ ହୋଇଛି l
ବୌଦ୍ଧ ସଦର: ବିଶ୍ଵନାଥପୁରଗ୍ରାମ ରାସ୍ତାରୁ ୨୪୦କେଜି ଗଞ୍ଜେଇ ସହିତ ପିକପକୁ ଜବତ କରିଥିବା ନେଇ ବୌଦ୍ଧ ଅବକାରୀରେଞ୍ଜ ଇନସ୍ପେକଟରଙ୍କ ଗଣମାଧ୍ୟମରେ ପ୍ରୀକ୍ରୟା - Baudh Sadar News