ଓଡ଼ିଶା ବନ୍ଦ: ଭବାନୀପାଟଣାରେ ପ୍ରଭାବ
ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାରେ ଆଜି ଓଡ଼ିଶା ବନ୍ଦ । ଏମ୍ଏମ୍ଡିଆର ଆଇନ ପ୍ରତ୍ୟାହାର ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବିରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମଧ୍ୟ ଦେଖିବାକୁ ମିଳିଛି ।
Surajtv Surajtv Odia Malvika Devi Sagar Charan Das Rahul Gandhi CMO Odisha #kalahandi #bhawanipatana #odisha