#ଧର୍ମଗଡ_ରେ_କଂଗ୍ରେସ_ର_୧୨_ଘଣ୍ଟିଆ_ବନ୍ଦଡାକରା
ଆଜି ସାରା ଓଡିଶା ରେ ବନ୍ଦଡାକରା ର ପ୍ରଭାବ ଦେଖିବାକୁ ମିଳିଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରେ ମଧ୍ୟ ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଧର୍ମଗଡ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ବ୍ୟାଙ୍କ, କଲେଜ, ଦୋକାନ, ବଜାର ମଧ୍ୟ ବନ୍ଦ ରହିଥିଲା।
Surajtv Surajtv Odia Sagar Charan Das CMO Odisha Rahul Gandhi Biju Janata Dal Odisha #kalahandi #dharmagad #kalahandi #odisha