Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡ଼ାମାଳ ପଂଚାୟତ ଲୁହାଖେନ ଗାଁର ଶୁଭା ତାଣ୍ଡି ,ସାବତ୍ରୀ ସୁନା ଘରେ ବର୍ଷା ଦିନେ ପାଣି ଜମା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ପାଣି ଜମା ହୋଇଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ପ୍ରଶାସନ ର ଦ୍ୱାରସ୍ଥ ମଧ୍ୟ ହେଲେଣି କିନ୍ତୁ ସେହି ସମସ୍ୟା ସମାଧାନ ହୋଇ ପାରି ନାହିଁ । ବିଭାଗୀୟ ଅଧିକାରି ତଥା ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଅନୁରୋଧ ଏହି ସମସ୍ୟା ଉପରେ ଉପଯୁକ୍ତ ପଦକ୍ଷେପ ନେଇ ସମାଧାନ କରନ୍ତୁ । #padampur #dmbargarh #everyonefollowers #highlight