ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଆଜି ସକାଳେ ଟାଉନ ହଲ ଠାରେ କୃଷି ବୈଜ୍ଞାନିକ ଅମୂଲ୍ୟ ସାହୁ ପରିବେଶବିତ ଜେଠୁ ଭୋଇ ଙ୍କ ତତ୍ବାବଧାନରେ ଉତ୍କଟ ଜଳାଭାବ ଓ ତାର ପ୍ରତିକାର ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
#padampurtv
#everyonefollowers
#odisha
#dmbargarh
#viralchallenge
Bargarh, Bargarh (Baragarh) | Jun 28, 2026