ନୂଆଗାଁ ବ୍ଲକ ଅନ୍ତର୍ଗତ ଚୁଆଁବାହାଲ ଗ୍ରାମରେ ଦିନିକିୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ଏହି ଶିବିରରେ ପ୍ରାୟ ପଚାସ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ। ଚାଷ ପରବର୍ତ୍ତୀ ସମୟରେ ଫସଲ ଅମଳ ଶସ୍ୟ ସଂରକ୍ଷଣ ପ୍ରକ୍ରିୟା ସମ୍ବନ୍ଧରେ ତାଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ସହିତ ପ୍ରଶିକ୍ଷଣ ଦିଆଯାଇଥିଲା।ବ୍ଲକ କୃଷି ଅଧିକରୀ ସତ୍ୟବ୍ରତ ସାହୁ,ଲିସା ଲିସ୍ମୟୀ ହାଁସଦା,ଭଗବତୀ ନାୟକ, ଶାନ୍ତନୁ କୁମାର ଦାଶ ପ୍ରଶିକ୍ଷଣ ଦେଇଥିଲେ |