ବୀରମିତ୍ରପୁର: ନୂଆଁଗା ବ୍ଲକର ବିଭନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ତଥା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ
ନୂଆଁଗା ବ୍ଲକର ବିଭନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ତଥା ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି।ଯେଉଁମାନେ ଆଜି ଔଷଧ ଖାଇନାହାନ୍ତି ସେମାନେ ସତର ତାରିଖ ଦିନ ତାଙ୍କୁ ଦିଆଯିବ ବୋଲି ଜଣା ପଡ଼ିଛି।ଏହିଠି ଆଶାକର୍ମୀ ଓ ଡାକ୍ତରଖାନାର କର୍ମଚାରୀମାନେ ସହଯୋଗ କରିଥିବା ଜଣାପଡ଼ିଛି।