Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

ସମ୍ବଲପୁର ମ୍ୟୁନିସିପାଲଟି: ଭିଏସଏସ ଷ୍ଟାଡିୟମରେ ସମ୍ବଲପୁର କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ, ହାଇଦ୍ରାବାଦ ଚମ୍ପିୟାନ

ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ଆଜି ରାତିରେ 13 ତମ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଜାପିତ ହୋଇଯାଇଛି । ଏହାର ଫାଇନାଲ ମ୍ୟାଚଟି ଓଡ଼ିଶା ଫୁଟବଲ ଆସୋସିଏସନ୍ ଓ ଶ୍ରିନିଦି ଡେକାନ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ହାଇଦ୍ରାବାଦ ଦଳ ଫାଇନାଲ ମ୍ୟାଚରେ ବିଜୟୀ ହେବାସହ ଚଳିତବର୍ଷ ପାଇଁ ଚମ୍ପିୟାନ ହୋଇଥିଲା।ଏହାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ର ସଭାପତି କଲ୍ୟାଣ ଚୌବେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।

MORE NEWS