ମହାକାଳପଡା ନିର୍ବାଚନ ମଣ୍ଡଳୀର ଅନ୍ତେଇ ଗ୍ରାମପଞ୍ଚାୟତର ବାଲିଘାଇ ଗ୍ରାମରେ ଅନୁଷ୍ଠିତ ଠାକୁର ହନୁମାନ ଯଜ୍ଞରେ ସୋମବାର ସନ୍ଧ୍ୟା ୭.୩୦ମିନିଟ ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ଏବଂ ଗ୍ରାମର ମୁରବୀ ଓ ଯୁବକମାନଙ୍କ ସହ ବିଭିନ୍ନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିବା ସୂଚନା।