Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। #pabitranewsodisha #MohanCharanMajhi #OdishaNews #CMOdisha #Bhadrak - Kendujhar Town News
pnewsodisha2
#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। #pabitranewsodisha #MohanCharanMajhi #OdishaNews #CMOdisha #Bhadrak
Kendujhar Town, Kendujhar
| Aug 18, 2026
#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ
#pabitranewsodisha
#mohancharanmajhi
#odishanews
#cmodisha
#bhadrak
MORE NEWS
ଭଦ୍ରକରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । #Odishanews #cmodisha #Mohancharanmajhi #pabitranewsodisha
Kendujhar Town, Kendujhar | Aug 18, 2026
#ବର୍ଷାରେ_ଭୁଶୁଡ଼ିଲା_ଘର #ଅଳ୍ପକେ_ବର୍ତ୍ତିଲା_ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #Latastnews #Patna #keonjhar #Pabitranewsodisha #odishanews #odianews
Kendujhar Town, Kendujhar | Aug 17, 2026
ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। #Pabitranewsodisha #Baripada #OdishaNews #Train #Trainrouteclosed #mayurbhanj
Kendujhar Town, Kendujhar | Aug 17, 2026
#ରାସ୍ତା_ନିର୍ମାଣ_ମାସେ_ପରେ_ଭୁସୁଡ଼ିଲା_ରାସ୍ତା ଚଣ୍ଡିଖୋଲ - ପାରାଦୀପ ୫ ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ମାସ ପରେ ଭୁସୁଡିଲା ରାସ୍ତା ତିନୋଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ | #pabitranewsodisha #OdishaNews #OdiaNews #chandikhol #paradip #Odishanews
Kendujhar Town, Kendujhar | Aug 17, 2026