#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ
ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।
#pabitranewsodisha #MohanCharanMajhi #OdishaNews #CMOdisha #Bhadrak
Kendujhar Town, Kendujhar | Aug 18, 2026