Public App Logo
Profile Picture

Pabitra News Odisha Live

@pnewsodisha2
798Followers
0Following
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ମରେଇଗାଁ ମଣ୍ଡପରେ ଆଜି ମହାନବମୀରେ ଅନୁଷ୍ଠିତ ହୋଇଛି କୁମାରୀପୂଜା |
<nis:link nis:type=tag nis:id=ରାସ୍ତାରେ_ବୁଲୁଛି_କୁମ୍ଭୀର nis:value=ରାସ୍ତାରେ_ବୁଲୁଛି_କୁମ୍ଭୀର nis:enabled=true nis:link/> ।
ରେଢାଖୋଲ ବ୍ଲକ ପଟାଖମଣ ଗାଁ ନିକଟ ରାସ୍ତାରେ ଏକ ବଡ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ତେବେ କେଉଁଠୁ କୁମ୍ଭୀରଟି ଗାଁ ଆଡକୁ ଚାଲି ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କୁମ୍ଭୀରଟି ଉଦ୍ଧାର ନହେବା ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ରାସ୍ତା ନିକଟକୁ ନଯିବାକୁ ସଚେତନ କରାଯାଉଛି । କୁମ୍ଭୀର ଦେଖିଲେ ଭିଡ଼ ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି ।
<nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/> <nis:link nis:type=tag nis:id=redhakhol nis:value=redhakhol nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=acrocodileonthevillagestreet nis:value=ACrocodileontheVillageStreet nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=breakingnewstoday nis:value=breakingnewstoday nis:enabled=true nis:link/>
ମା’ ଦୁର୍ଗାଙ୍କ କୃପାରୁ ଦୂର ହେଉ ସବୁ ଦୁଃଖ,
ଜୀବନରେ ଭରିଯାଉ ଖୁସି ଓ ସୁଖ।
ପ୍ରତିଟି ମୁହୂର୍ତ୍ତ ହେଉ ଆନନ୍ଦମୟ,
ମା’ଙ୍କ ଆଶୀର୍ବାଦରେ ଜୀବନ ହେଉ ମଙ୍ଗଳମୟ। 

🙏ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏
ରାମପୁର ଗ୍ରାମରେ  ବଡ଼ ଧୂମଧାମରେ ପୂଜା ପାଉଛନ୍ତି। ଜଗତଜନନୀ ମା' ଦୂର୍ଗା  ,ଭଦ୍ରକ 
<nis:link nis:type=tag nis:id=maadurga nis:value=maadurga nis:enabled=true nis:link/> <nis:link nis:type=tag nis:id=durgapuja nis:value=DurgaPuja nis:enabled=true nis:link/> <nis:link nis:type=tag nis:id=bhadrak nis:value=bhadrak nis:enabled=true nis:link/> <nis:link nis:type=tag nis:id=rampur nis:value=rampur nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/>
ଆଜି ପବିତ୍ର ଶାରଦୀୟ ନବରାତ୍ରର  ମହାନବମୀ ପୂଜାରେ  ଘଟଗାଁ ମହାରାଣୀ ମା ତାରିଣୀ ଠାକୁରାଣୀ ଙ୍କ ସକାଳର ଦିବ୍ୟ ସୁନାବେଶ ଦର୍ଶନ 🙏
Tiger Shroff Shooter : ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ମାମଲା, କୋଟାରୁ ୩ ସୁଟର୍ସ ଗିରଫ | 
<nis:link nis:type=tag nis:id=tigershroffshooter nis:value=TigerShroffShooter nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=breakingnews nis:value=breakingnews nis:enabled=true nis:link/> <nis:link nis:type=tag nis:id=mumbai nis:value=mumbai nis:enabled=true nis:link/>
<nis:link nis:type=tag nis:id=ଝାରସୁଗୁଡ଼ାରେ_ଦୁର୍ଦ୍ଦାନ୍ତ_ଅପରାଧୀ_ବଣ୍ଟି_ପ୍ରସାଦକୁ_ଏନ୍‌କାଉଣ୍ଟର nis:value=ଝାରସୁଗୁଡ଼ାରେ_ଦୁର୍ଦ୍ଦାନ୍ତ_ଅପରାଧୀ_ବଣ୍ଟି_ପ୍ରସାଦକୁ_ଏନ୍‌କାଉଣ୍ଟର nis:enabled=true nis:link/> । ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ସୋମବାର ପ୍ରତ୍ୟୁଷରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ ମୁହାଁମୁହିଁ ଗୁଳିବିନିମୟ ଘଟିଛି।ତେବେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
<nis:link nis:type=tag nis:id=latastnews nis:value=latastnews nis:enabled=true nis:link/> <nis:link nis:type=tag nis:id=breakingnews nis:value=breakingnews nis:enabled=true nis:link/> <nis:link nis:type=tag nis:id=jharsugudanews nis:value=jharsugudanews nis:enabled=true nis:link/>
<nis:link nis:type=tag nis:id=ସକାଳର_ବଡ଼_ଖବର nis:value=ସକାଳର_ବଡ଼_ଖବର nis:enabled=true nis:link/> 
Sakala Bulletin | 19 October 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
<nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=sakalanews nis:value=sakalanews nis:enabled=true nis:link/> <nis:link nis:type=tag nis:id=sakalakhabar nis:value=sakalakhabar nis:enabled=true nis:link/>  <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=morningheadlineodisha nis:value=MorningHeadlineodisha nis:enabled=true nis:link/> <nis:link nis:type=tag nis:id=sakalakhabar nis:value=sakalakhabar nis:enabled=true nis:link/> <nis:link nis:type=tag nis:id=odishaheadline nis:value=odishaheadline nis:enabled=true nis:link/> <nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=sakalanews nis:value=sakalanews nis:enabled=true nis:link/>
<nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=rain nis:value=rain nis:enabled=true nis:link/> <nis:link nis:type=tag nis:id=barshanews nis:value=barshanews nis:enabled=true nis:link/> <nis:link nis:type=tag nis:id=todaymorningnews nis:value=todaymorningnews nis:enabled=true nis:link/> <nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/> <nis:link nis:type=tag nis:id=ajisakalaranews nis:value=ajisakalaranews nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=viralnewsupdate nis:value=ViralNewsUpdate nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/>
<nis:link nis:type=tag nis:id=ବଲିଉଡ୍_ଅଭିନେତା_ଟାଇଗର_ଶ୍ରଫ୍_ଙ୍କୁ_ଟାର୍ଗେଟ୍_କରି_ଗୁଳିମାଡ଼। nis:value=ବଲିଉଡ୍_ଅଭିନେତା_ଟାଇଗର_ଶ୍ରଫ୍_ଙ୍କୁ_ଟାର୍ଗେଟ୍_କରି_ଗୁଳିମାଡ଼। nis:enabled=true nis:link/>
ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କ ବିଏମ୍ ଡବ୍ଲ୍ୟୁ କାର୍  ଉପରକୁ ୫ ରାଉଣ୍ଡ ଗୁଳି ଚଳାଯାଇଥିବା ସୂଚନା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଟାଇଗର, ହେଲେ ବାରୁଦ ଓ ଭଙ୍ଗା କାଚ ଖଣ୍ଡରେ ତାଙ୍କ ହାତରେ ଆଘାତ ଲାଗିଛି । ଗୁଳିକାଣ୍ଡକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଦ୍ ବେଗ ପ୍ରକାଶ କରିଛନ୍ତି। ସିନ୍ଦେଙ୍କ କହିବା ଅନୁଯାୟୀ, ଆକ୍ରମଣ ସମୟରେ ଟାଇଗରଙ୍କ କାର୍ କୁ ଲକ୍ଷ୍ୟ କରି ଲଗାତାର ୫ ରାଉଣ୍ଡ ଗୁଳି ଚଳାଯାଇଥିଲା। ସୌଭାଗ୍ୟବଶତଃ ଟାଇଗର ଗୁରୁତର ଆଘାତରୁ ବର୍ତ୍ତିଯାଇଛନ୍ତି। 

<nis:link nis:type=tag nis:id=tigershroff nis:value=TigerShroff nis:enabled=true nis:link/> <nis:link nis:type=tag nis:id=gunfire nis:value=Gunfire nis:enabled=true nis:link/> <nis:link nis:type=tag nis:id=mumbai nis:value=mumbai nis:enabled=true nis:link/> <nis:link nis:type=tag nis:id=pabitranewsodisha nis:value=pabitranewsodisha nis:enabled=true nis:link/>
<nis:link nis:type=tag nis:id=ଆସନ୍ତା_ଡିସେମ୍ବର_୨୦_ତାରିଖରେ_କୁଡ଼ୁମି_କଳା_ସଂସ୍କୃତି_ମହୋତ୍ସବ nis:value=ଆସନ୍ତା_ଡିସେମ୍ବର_୨୦_ତାରିଖରେ_କୁଡ଼ୁମି_କଳା_ସଂସ୍କୃତି_ମହୋତ୍ସବ nis:enabled=true nis:link/>
ଠାକୁରମୁଣ୍ଡା : ସ୍ଥାନୀୟ ଫୁଲମତି ହେମ୍ବ୍ରମ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ବେଡ଼ା ପରିସରରେ ଅଧକ୍ଷ ଚୈତନ୍ୟ କୁମାର ମହାନ୍ତ ଙ୍କ ଅଧ୍ୟକ୍ଷତା ରେ କୁସୁମୀ କଳା ସଂସ୍କୃତି ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ  ସ୍ଥାନୀୟ ଅଞ୍ଚଳର ନେତ୍ରୁ ବୃନ୍ଦ କୁଡ଼ୁମି ବରିଷ୍ଠ ନାଗରିକ ବୁଦ୍ଧିଜବୀ କଳାକାର ଓ ସଂସ୍କୃତି ପ୍ରେମୀ ବ୍ୟକ୍ତି ବିଶେଷ ତଥା ବାନ୍ଦନ ପରବ ଆଗୁଆଡ ର ପ୍ରମୁଖ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇ ମହୋତ୍ସବ ଉଦ୍ଦେଶ୍ୟ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ | ବୈଠକ ର ନିଷ୍ପତି ଅନୁସାରେ ଆଗାମୀ ଡିସେମ୍ୱର ୨୦ ତାରିଖ ରେ ପଡିଆ ବେଡ଼ା ସ୍ଥିତ କଲେଜ ସମ୍ମୁଖ ପଡିଆ ରେ ମହୋତ୍ସବ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଥିଲା | 
<nis:link nis:type=tag nis:id=kudumikalasanskruti nis:value=kudumikalasanskruti nis:enabled=true nis:link/> <nis:link nis:type=tag nis:id=kudumi nis:value=kudumi nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=pabitranewsodisha nis:value=pabitranewsodisha nis:enabled=true nis:link/> <nis:link nis:type=tag nis:id=thakurmunda nis:value=thakurmunda nis:enabled=true nis:link/> <nis:link nis:type=tag nis:id=padiabeda nis:value=padiabeda nis:enabled=true nis:link/>
🙏🌺ଆଜି ପବିତ୍ର  ମହାଷ୍ଟମୀ ପୂଜା ସୁନା ବେଶରେ ଘଟଗାଁ ମା ତାରିଣୀ ଙ୍କ ପ୍ରାତଃ ଦର୍ଶନ 🌺🙏
             🌺🙏 ଜୟ ମା ତାରିଣୀ 🙏🌺
                  🌿 ୧୯/୧୦/୨୦୨୬🌿
ଆଜି ମଣ୍ଡପରେ ମହାସପ୍ତମୀ ପୂଜା ଓ ପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ହାଟଡିହିର ଅଣା ପୂଜା ମଣ୍ଡପରେ ମା ଙ୍କ ପୂଜା ୮୧ ବର୍ଷରେ,ପାଦ ଥାପି ଥିବା ବେଳେ  ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମା ଙ୍କ ନିକଟରେ ଅଷ୍ଟମୀ ବିହିତ ପୂଜା କରି ସାନିଧ୍ୟ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ୍ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ଶ୍ରୀ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି। ଲୋକ ଭବନର ଅଭିଷେକ ହଲ୍‌ରେ  ଅନୁଷ୍ଠିତ ଏହି ସମାରୋହରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ଯାନ୍ଯ ବିଶିଷ୍ଟ ଅତିଥିଗଣ।
<nis:link nis:type=tag nis:id=governerofodisha nis:value=GovernerOfOdisha nis:enabled=true nis:link/> <nis:link nis:type=tag nis:id=brajamohanram nis:value=brajamohanram nis:enabled=true nis:link/> <nis:link nis:type=tag nis:id=latastnews nis:value=latastnews nis:enabled=true nis:link/> <nis:link nis:type=tag nis:id=pabitranewsodisha nis:value=pabitranewsodisha nis:enabled=true nis:link/>
<nis:link nis:type=tag nis:id=ନଦୀ_କୂଳରେ_ଥାଇ_ବି_ଶୋଷରେ_ମରୁଛନ୍ତି_ଚାଷୀ_ବିଲ_ଫାଟି_ଆଁ nis:value=ନଦୀ_କୂଳରେ_ଥାଇ_ବି_ଶୋଷରେ_ମରୁଛନ୍ତି_ଚାଷୀ_ବିଲ_ଫାଟି_ଆଁ nis:enabled=true nis:link/> 
ନଦୀ କୂଳରେ ରହି ମଧ୍ୟ ଚାଷଜମିକୁ ମିଳୁନି ପାଣି। ବର୍ଷା ଅଭାବରୁ ଶୁଖିବାକୁ ବସିଲାଣି ଧାନ ଫସଲ। ବିଲ ଫାଟି ଆଁ କରିଥିବା ବେଳେ ଧାନ ଗଛରୁ ବାହାରି ପାରୁନି ଥୋଡ଼। ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ହାଟଡିହି ବ୍ଲକର ବଞ୍ଚ ପଞ୍ଚାୟତରେ। ଚାଷ ପାଇଁ ଅତ୍ୟନ୍ତ ଜରୁରୀ ସମୟରେ ଜମିକୁ ପାଣି ମିଳୁନଥିବାରୁ ଫସଲ ନଷ୍ଟ ହେବାକୁ ବସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଗୋଟିଏ ପଟେ ବୈତରଣୀ ନଦୀ ଓ ଅନ୍ୟପଟେ ବୈତରଣୀ କେନାଲ ଥାଇ ମଧ୍ୟ ଜଳସେଚନରୁ ବଞ୍ଚିତ ହୋଇଛନ୍ତି ଏହି ପଞ୍ଚାୟତର ଚାଷୀ। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ତୁରନ୍ତ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରିବା ସହ ଶୁଖିଲା ଜମିକୁ ପାଣି ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
<nis:link nis:type=tag nis:id=latastnews nis:value=latastnews nis:enabled=true nis:link/> <nis:link nis:type=tag nis:id=thereisnowaterforthecultivatedland nis:value=Thereisnowaterforthecultivatedland nis:enabled=true nis:link/>
<nis:link nis:type=tag nis:id=hatadihi nis:value=hatadihi nis:enabled=true nis:link/> <nis:link nis:type=tag nis:id=keonjhar nis:value=keonjhar nis:enabled=true nis:link/> <nis:link nis:type=tag nis:id=anandpur nis:value=anandpur nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/>
<nis:link nis:type=tag nis:id=ବଲାଣିପଶି_କ୍ରିକେଟ୍_ଟୁର୍ଣ୍ଣାମେଣ୍ଟରେ_ଡିମ୍ବ_ଦଳ_ଚାମ୍ପିୟନ_କୁଳିପଶି_ରନର୍ସଅପ୍ nis:value=ବଲାଣିପଶି_କ୍ରିକେଟ୍_ଟୁର୍ଣ୍ଣାମେଣ୍ଟରେ_ଡିମ୍ବ_ଦଳ_ଚାମ୍ପିୟନ_କୁଳିପଶି_ରନର୍ସଅପ୍ nis:enabled=true nis:link/>
ଚାରିଦିନିଆ କ୍ରିକେଟ୍ ପ୍ରତିଯୋଗିତାରେ ୧୬ଟି ଦଳଙ୍କ ଅଂଶଗ୍ରହଣ, ବିଜେତାଙ୍କୁ ୧୪ ହଜାର ଓ ଉପବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର
 କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗ୍ରାମ ଖେଳ ପଡ଼ିଆରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରିଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ଡିମ୍ବ ଦଳ କୁଳିପଶି ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୁଳିପଶି ଦଳ ୧୧ ଓଭରରେ ୧୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଡିମ୍ବ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୧୩୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଏଥିସହ ଡିମ୍ବ ଦଳ ଚାମ୍ପିୟନ ଏବଂ କୁଳିପଶି ଦଳ ଉପବିଜେତା ହୋଇଥିଲା। ବିଜେତା ଦଳକୁ ୧୪ ହଜାର ଟଙ୍କା ଓ ଉପବିଜେତା ଦଳକୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସରପଞ୍ଚ ଲିନା ନାଏକ, ପ୍ରଧାନ ଶିକ୍ଷକ ଋଷିନାଥ ମହାନ୍ତ, ନାଏବ ସରପଞ୍ଚ ବାସନ୍ତୀ ମହାନ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମ୍ୟାଚ୍‌ରେ ଅମ୍ପାୟାର ଭାବେ ଦାରୁବ୍ରହ୍ମ ମହାନ୍ତ ଓ କେଶବ ଚନ୍ଦ୍ର ମହାନ୍ତ ଦାୟିତ୍ୱ ତୁଲାଇଥିଲେ। ସୁଶୀଲ କୁମାର ପାତ୍ର ଓ ଧରଣୀଧର ମହାନ୍ତ ଦଳର ଅଧିନାୟକ ଥିଲେ। ଅରୁଣ କୁମାର ମହାନ୍ତ ଓ ଟଙ୍କଧର ମହାନ୍ତ ଓଡ଼ିଆରେ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଜିତେନ୍ଦ୍ର ମହାନ୍ତ ସ୍କୋରବୋର୍ଡ ଦାୟିତ୍ୱ ତୁଲାଇଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ କମିଟିର ସଭାପତି ସୁଜେଲ କୁମାର ମହାନ୍ତ, ସମ୍ପାଦକ ରାଜ କୁମାର ମହାନ୍ତ, ଧୀରେନ ମହାନ୍ତଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
<nis:link nis:type=tag nis:id=crickettournament nis:value=Crickettournament nis:enabled=true nis:link/> <nis:link nis:type=tag nis:id=balaniposi nis:value=balaniposi nis:enabled=true nis:link/> <nis:link nis:type=tag nis:id=keonjhar nis:value=keonjhar nis:enabled=true nis:link/> <nis:link nis:type=tag nis:id=pabitranewsodisha nis:value=pabitranewsodisha nis:enabled=true nis:link/>
<nis:link nis:type=tag nis:id=କଲେଜ_ଛାତ୍ର_ସଂସଦ_ନିର୍ବାଚନ_ବିବାଦ_ଥମିବାର_ନାଁ_ଧରୁନି nis:value=କଲେଜ_ଛାତ୍ର_ସଂସଦ_ନିର୍ବାଚନ_ବିବାଦ_ଥମିବାର_ନାଁ_ଧରୁନି nis:enabled=true nis:link/>  
ପ୍ରଥମେ ରାସ୍ତାରୋକ ଓ ପରେ ଦୁଇଦିନ ଧରି ଥାନା ସମୁଖରେ ଧାରଣା ଜାରି ରହିଛି। ବିଶେଷ କରି ଭୋଟ ଗଣତିରେ ଅନିୟମିତତା ହୋଇଥିବା ଓ ସିସି ଟିଭି କ୍ୟାମେରାର ରିପୋର୍ଟ ପ୍ରଦାନ ଦାବିରେ ଧାରଣା ଜାରି ରଖିଛନ୍ତି। ଏପରିକି ଗତ କାଲିଠାରୁ ଛାତ୍ରଛାତ୍ରୀଙ୍କ ସହ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାମିଲ ହୋଇ ଧାରଣାରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 
<nis:link nis:type=tag nis:id=latastnews nis:value=latastnews nis:enabled=true nis:link/> <nis:link nis:type=tag nis:id=studentelection nis:value=studentelection nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=votingirregularities nis:value=VotingIrregularities nis:enabled=true nis:link/> <nis:link nis:type=tag nis:id=andndpur nis:value=andndpur nis:enabled=true nis:link/> <nis:link nis:type=tag nis:id=keonjhar nis:value=keonjhar nis:enabled=true nis:link/>
<nis:link nis:type=tag nis:id=ସକାଳର_ବଡ଼_ଖବର nis:value=ସକାଳର_ବଡ଼_ଖବର nis:enabled=true nis:link/> 
Sakala Bulletin | 18 October 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
<nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=sakalanews nis:value=sakalanews nis:enabled=true nis:link/> <nis:link nis:type=tag nis:id=sakalakhabar nis:value=sakalakhabar nis:enabled=true nis:link/>  <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=morningheadlineodisha nis:value=MorningHeadlineodisha nis:enabled=true nis:link/> <nis:link nis:type=tag nis:id=sakalakhabar nis:value=sakalakhabar nis:enabled=true nis:link/> <nis:link nis:type=tag nis:id=odishaheadline nis:value=odishaheadline nis:enabled=true nis:link/> <nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=sakalanews nis:value=sakalanews nis:enabled=true nis:link/>
<nis:link nis:type=tag nis:id=odianews nis:value=odianews nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=rain nis:value=rain nis:enabled=true nis:link/> <nis:link nis:type=tag nis:id=barshanews nis:value=barshanews nis:enabled=true nis:link/> <nis:link nis:type=tag nis:id=todaymorningnews nis:value=todaymorningnews nis:enabled=true nis:link/> <nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/> <nis:link nis:type=tag nis:id=ajisakalaranews nis:value=ajisakalaranews nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranewsodishalive nis:value=pabitranewsodishalive nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=viralnewsupdate nis:value=ViralNewsUpdate nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/>
🙏🌺ଆଜି ପବିତ୍ର ଶାରଦୀୟ ନବରାତ୍ରର ମହା ଅଷ୍ଟମୀ ପୂଜା ଓ ଗର୍ଭଣା ସଂକ୍ରାନ୍ତିରେ ସୁନା ବେଶ ରେ ଘଟଗାଁ ମା ତାରିଣୀ ଙ୍କ ପ୍ରାତଃ ଦର୍ଶନ🌺🙏
             🌺🙏 ଜୟ ମା ତାରିଣୀ 🙏🌺
                  🌿 ୧୭/୧୦/୨୦୨୬🌿
<nis:link nis:type=tag nis:id=ଥମୁନି_କଲେଜ_ନିର୍ବାଚନ_ବିବାଦ। nis:value=ଥମୁନି_କଲେଜ_ନିର୍ବାଚନ_ବିବାଦ। nis:enabled=true nis:link/> 
କେନ୍ଦୁଝର ଜିଲ୍ଲା ହାଟଡିହି କଲେଜରେ ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ରାସ୍ତାରୋକ ପରେ ଆଜି ଥାନା ଆଗରେ ଧାରଣା ଦେଇଛନ୍ତି ନିର୍ବାଚନ ରେ ଭାଗ ନେଇଥିବା ବିସିଜେଡି ଓ ଏନଏସୟୁଆଇର ପାର୍ଥୀ ମାନେ। ସେମାନଙ୍କ ଅଭିଯୋଗ ଯେ ଗତକାଲି ଆନନ୍ଦପୁର ଏସଡ଼ିପିଓ ସିସିଟିଭି ଯାଞ୍ଚ କରି ଯାହା ଦେଖିଥିଲେ ତାହା ଆମକୁ ଲିଖିତ ଭାବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ୨୪ଘଣ୍ଟା ଅତିକ୍ରମ କଲା ପରେବି ଲିଖିତ ଭାବେ ନଦେବାରୁ ତାହାର ପ୍ରତିବାଦ କରି ବିସିଜେଡି ଓ ଏନଏସୟୁଆଇର ପ୍ରାର୍ଥୀ ମାନେ ନନ୍ଦିପଦା ଥାନା ସମୁଖରେ ଧାରଣାରେ ବସିଛନ୍ତି।
<nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=votingirregularities nis:value=VotingIrregularities nis:enabled=true nis:link/> <nis:link nis:type=tag nis:id=studentelction nis:value=studentelction nis:enabled=true nis:link/> <nis:link nis:type=tag nis:id=hatadihi nis:value=hatadihi nis:enabled=true nis:link/>  <nis:link nis:type=tag nis:id=anandpur nis:value=anandpur nis:enabled=true nis:link/> <nis:link nis:type=tag nis:id=keonjhar nis:value=keonjhar nis:enabled=true nis:link/>
<nis:link nis:type=tag nis:id=ରାଜଧାନୀରେ_ରାଜ୍ୟପାଳ nis:value=ରାଜଧାନୀରେ_ରାଜ୍ୟପାଳ nis:enabled=true nis:link/>
- ଭୁବନେଶ୍ବରରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ 
- ବ୍ରଜମୋହନ ରାମଙ୍କୁ ପ୍ରଦାନ କରାଯାଇଛି ଗାର୍ଡ ଅଫ୍ ଅନର୍
- ଆସନ୍ତା ୧୮ରେ ଶପଥ ନେବେ ବ୍ରଜମୋହନ ରାମ
ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟପାଳ ପଦ ନାମିତ ବ୍ରଜ ମୋହନ ରାମଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ |
<nis:link nis:type=tag nis:id=odishagovernor nis:value=OdishaGovernor nis:enabled=true nis:link/> <nis:link nis:type=tag nis:id=mohancharanmajhi nis:value=MohanCharanMajhi nis:enabled=true nis:link/> <nis:link nis:type=tag nis:id=brajmohanram nis:value=BrajMohanRam nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
 <nis:link nis:type=tag nis:id=bhubaneswarairport nis:value=BhubaneswarAirport nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/>
<nis:link nis:type=tag nis:id=ତ୍ରିଲୋଚନ_ହତ୍ୟାକାଣ୍ଡକୁ_୧୯_ଦିନ_ବିତିଲା nis:value=ତ୍ରିଲୋଚନ_ହତ୍ୟାକାଣ୍ଡକୁ_୧୯_ଦିନ_ବିତିଲା nis:enabled=true nis:link/>
<nis:link nis:type=tag nis:id=ଅପରାଧୀଙ୍କ_ଟେର୍‌_ପାଉନି_ପୋଲିସ nis:value=ଅପରାଧୀଙ୍କ_ଟେର୍‌_ପାଉନି_ପୋଲିସ nis:enabled=true nis:link/>
<nis:link nis:type=tag nis:id=କେନ୍ଦେଇପଶିରେ_ଫାଣ୍ଡି_ସ୍ଥାପନ_ଦାବି nis:value=କେନ୍ଦେଇପଶିରେ_ଫାଣ୍ଡି_ସ୍ଥାପନ_ଦାବି nis:enabled=true nis:link/> 
କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କ ପତ୍ତା ପାଇପାରିନାହିଁ ପୋଲିସ। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପରେ ତୁରୁମୁଙ୍ଗା ଥାନା ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ିମୋଟର ଯାଞ୍ଚ ଓ ପେଟ୍ରୋଲିଂକୁ ଜୋରଦାର କରାଯାଇଛି। ଏଥିସହ କେନ୍ଦେଇପଶି ଛକଠାରେ ନୂତନ ପୋଲିସ ଫାଣ୍ଡି ସ୍ଥାପନ ପାଇଁ କେନ୍ଦେଇପଶି ବଣିକ ସଂଘ ସମେତ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
<nis:link nis:type=tag nis:id=shootingincident nis:value=Shootingincident nis:enabled=true nis:link/> <nis:link nis:type=tag nis:id=kendeposi nis:value=kendeposi nis:enabled=true nis:link/> <nis:link nis:type=tag nis:id=trilochanmahanta nis:value=trilochanmahanta nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> 
<nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=policecheck nis:value=policecheck nis:enabled=true nis:link/>
<nis:link nis:type=tag nis:id=ଭିଜିଲାନ୍ସ_ଜାଲରେ_ସୁପରିଟେଣ୍ଡିଂ_ଇଞ୍ଜିନିୟର nis:value=ଭିଜିଲାନ୍ସ_ଜାଲରେ_ସୁପରିଟେଣ୍ଡିଂ_ଇଞ୍ଜିନିୟର nis:enabled=true nis:link/> <nis:link nis:type=tag nis:id=ଘରୁ_ମିଳିଲା_୨୧_ଲକ୍ଷ nis:value=ଘରୁ_ମିଳିଲା_୨୧_ଲକ୍ଷ nis:enabled=true nis:link/>
ଓଡ଼ିଶା ଭିଜିଲାନ୍ସ ଜାଲରେ ସୁପରିଟେଣ୍ଡିଂ ଇଞ୍ଜିନିୟର, ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ । ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି। କଟକ ଜଗତପୁରସ୍ଥିତ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ ଭୁବନେଶ୍ୱରର ଏଜି ଛକ ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା। 
<nis:link nis:type=tag nis:id=odishavigilance nis:value=OdishaVigilance nis:enabled=true nis:link/> <nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=breakingnewsviral nis:value=breakingnewsviral nis:enabled=true nis:link/> <nis:link nis:type=tag nis:id=viralpost nis:value=viralpost nis:enabled=true nis:link/> <nis:link nis:type=tag nis:id=vigilancered nis:value=vigilancered nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>
<nis:link nis:type=tag nis:id=କରଞ୍ଜିଆ_ବିଧାୟକଙ୍କ_ଜନ୍ମଦିନରେ_ରକ୍ତଦାନ_ଶିବିର nis:value=କରଞ୍ଜିଆ_ବିଧାୟକଙ୍କ_ଜନ୍ମଦିନରେ_ରକ୍ତଦାନ_ଶିବିର nis:enabled=true nis:link/>
<nis:link nis:type=tag nis:id=୧୨୦_ୟୁନିଟ_ରକ୍ତ_ସଂଗ୍ରହ nis:value=୧୨୦_ୟୁନିଟ_ରକ୍ତ_ସଂଗ୍ରହ nis:enabled=true nis:link/>
କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁଙ୍କ ଜନ୍ମଦିନ ଅବସରରେ ସମର୍ଥକମାନେ ରକ୍ତଦାନ କରି ଶୁଭେଚ୍ଛା ଜଣାଇଛନ୍ତି।
ଏହି ରକ୍ତଦାନ ଶିବିରରେ ଶୁଭେଚ୍ଛା ଜଣାଇବା ପାଇଁ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ତହସିଲଦାର ସମ୍ବିତ କର , ଗୋଷ୍ଠୀ ଚିକିତ୍ସା ଅଧିକାରୀ ଶୁଭେନ୍ଦୁ ସାଗର କୁମାର ନାୟକ,ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। 
<nis:link nis:type=tag nis:id=latastnewsupdate nis:value=latastnewsupdate nis:enabled=true nis:link/> <nis:link nis:type=tag nis:id=blooddonation nis:value=blooddonation nis:enabled=true nis:link/> <nis:link nis:type=tag nis:id=karanjiamla nis:value=karanjiamla nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/>
<nis:link nis:type=tag nis:id=ସମ୍ବଲପୁରର_ସାଇବର_ପୋଲିସର_ବଡ଼_ସଫଳତା nis:value=ସମ୍ବଲପୁରର_ସାଇବର_ପୋଲିସର_ବଡ଼_ସଫଳତା nis:enabled=true nis:link/> 
ସମ୍ବଲପୁରର ସାଇବର ପୋଲିସ ଜାଲିଆତି ଟଙ୍କା ପୁନରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଏବଂ ୧୦୦ ଟି ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରିଛି।
<nis:link nis:type=tag nis:id=cyberpolicestations nis:value=cyberpolicestations nis:enabled=true nis:link/> <nis:link nis:type=tag nis:id=pabitranews nis:value=pabitranews nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
<nis:link nis:type=tag nis:id=ସକାଳର_ବଡ଼_ଖବର nis:value=ସକାଳର_ବଡ଼_ଖବର nis:enabled=true nis:link/> 
Sakala Bulletin | 17 October 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 