ବିଦ୍ୟୁତ କାଟ ହେଲେ ବନ୍ଦ ହେଉଛି ଜିଓ ନେଟୱର୍କ, ହଇରାଣ ଏମ୍ଭି-୭୯ ଅଞ୍ଚଳବାସୀ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି-୭୯ ଅଞ୍ଚଳରେ ଜିଓ ମୋବାଇଲ ନେଟୱର୍କ ସେବାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବା ମାତ୍ରେ ଜିଓ ନେଟୱର୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।