Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ମାଲକାନଗିରି-ବାଲିମେଳା ରୋଡରେ ଦୁର୍ଘଟଣା: ରାସ୍ତା ମଝିକୁ ହଠାତ୍ ଗାଈ ଚାଲିଆସିବାରୁ ଓଲଟିଲା ଟାଟା କର୍ଭ ଗାଡ଼ି! ​#Malkangiri #Balimela #RoadAccident #TataCurvv #CarAccident #MalkangiriNews #DailyMalkangiri #OdishaNews #TrafficSafety

Malkangiri, Malkangiri | Jun 27, 2026

MORE NEWS

#ମାଲକାନଗିରି
ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି।

​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

#ମାଲକାନଗିରି ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

Malkangiri, Malkangiri | Jun 27, 2026

ବିଭିନ୍ନ ଦାବିନେଇ ମାଲକାନଗିରି ଯୁବ ଏବଂ ଛାତ୍ର କଂଗ୍ରେସର ଆନ୍ଦୋଳନ ଚେତାବନୀ । 

#MalkangiriNews

ବିଭିନ୍ନ ଦାବିନେଇ ମାଲକାନଗିରି ଯୁବ ଏବଂ ଛାତ୍ର କଂଗ୍ରେସର ଆନ୍ଦୋଳନ ଚେତାବନୀ । #MalkangiriNews

Malkangiri, Malkangiri | Jun 27, 2026

Mv-126ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ପଟୁ ଗୋଟେ auto ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ 17.200kgଗଞ୍ଜାଇ ଜବଦ କରିବା ସହ Autoକୁ ଜବଦ କରାଯାଇଛି.

Mv-126ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ପଟୁ ଗୋଟେ auto ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ 17.200kgଗଞ୍ଜାଇ ଜବଦ କରିବା ସହ Autoକୁ ଜବଦ କରାଯାଇଛି.

Malkangiri, Malkangiri | Jun 26, 2026