Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews

କୋରାପୁଟ ସହର: ଆସନ୍ତା କାଲି କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବା ନେଇ ସୂଚନା

Koraput Town, Koraput | Sep 7, 2025
କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ସୋମବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହେବା ନେଇ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୧୦ଘଣ୍ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଆୟୋଜିତ ଶିବିରରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ସହ ଜନ ପ୍ରତିନିଧି ଉପସ୍ଥିତ ରହି ସମସ୍ୟା ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

MORE NEWS

#ଭତ୍ତାଟଙ୍କା_ପାଇଁ_BDOଙ୍କ_ଦ୍ୱାରସ୍ତ_ହିତାଧିକାରୀ
କୋଟପାଡ଼ : 3ମାସ ହେବ ଭତ୍ତା ଟଙ୍କା ମିଳୁ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଳକର ଶତାଧିକ ହିତାଧିକାରୀ #kotpadbreakingnews #kotpad #kundra #koraput #DurgamaOdisha #PensionIssue #fbviralvideo #nonfollowers #viralvideo District Magistrate Koraput CMO Odisha @highlight  #thankyouforyoursupport #thankyouforwatchingmyreels

#ଭତ୍ତାଟଙ୍କା_ପାଇଁ_BDOଙ୍କ_ଦ୍ୱାରସ୍ତ_ହିତାଧିକାରୀ କୋଟପାଡ଼ : 3ମାସ ହେବ ଭତ୍ତା ଟଙ୍କା ମିଳୁ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦୁରା ବ୍ଳକର ଶତାଧିକ ହିତାଧିକାରୀ #kotpadbreakingnews #kotpad #kundra #koraput #DurgamaOdisha #PensionIssue #fbviralvideo #nonfollowers #viralvideo District Magistrate Koraput CMO Odisha @highlight #thankyouforyoursupport #thankyouforwatchingmyreels

Koraput Town, Koraput | Jun 6, 2026

#କୋରାପୁଟରେ_ଚାଲିଛି_ଭୋଟର_ତାଲିକା_ସଂଶୋଧନ_କାର୍ଯ୍ୟକ୍ରମ
ଭୋଟର ତାଲିକାକୁ ଅଧିକ ସଠିକ୍ ଏବଂ ନିର୍ଭୁଲ କରିବା ପାଇଁ କୋରାପୁଟ ଜିଲ୍ଲାରେ ଭୋଟର ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି ପ୍ରକ୍ରିୟାରେ ସମସ୍ତ ଜନସାଧାରଣଙ୍କୁ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ।
ନୂତନ ଭୋଟର ନାମ ପଞ୍ଜୀକରଣ, ତଥ୍ୟ ସଂଶୋଧନ କିମ୍ବା ନାମ ବିଲୋପ ସମ୍ପର୍କିତ ଆବଶ୍ୟକ ତଥ୍ୟ ସଠିକ୍ ଭାବେ ପ୍ରଦାନ କରି ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
✅ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଯାଞ୍ଚ କରନ୍ତୁ
✅ ତଥ୍ୟରେ ତ୍ରୁଟି ଥିଲେ ସଂଶୋଧନ କରନ୍ତୁ
✅ ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କରନ୍ତୁ
"ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ର"
#Koraput #VoterListRevision #VoterAwareness #ElectionCommission #KoraputNews #OdishaNews #Democracy #VoteForIndia #କୋରାପୁଟ #ଭୋଟର_ତାଲିକା #ଗଣତନ୍ତ୍ର #ଓଡ଼ିଶା_ଖବର

#କୋରାପୁଟରେ_ଚାଲିଛି_ଭୋଟର_ତାଲିକା_ସଂଶୋଧନ_କାର୍ଯ୍ୟକ୍ରମ ଭୋଟର ତାଲିକାକୁ ଅଧିକ ସଠିକ୍ ଏବଂ ନିର୍ଭୁଲ କରିବା ପାଇଁ କୋରାପୁଟ ଜିଲ୍ଲାରେ ଭୋଟର ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି ପ୍ରକ୍ରିୟାରେ ସମସ୍ତ ଜନସାଧାରଣଙ୍କୁ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ। ନୂତନ ଭୋଟର ନାମ ପଞ୍ଜୀକରଣ, ତଥ୍ୟ ସଂଶୋଧନ କିମ୍ବା ନାମ ବିଲୋପ ସମ୍ପର୍କିତ ଆବଶ୍ୟକ ତଥ୍ୟ ସଠିକ୍ ଭାବେ ପ୍ରଦାନ କରି ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସଫଳ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ✅ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଯାଞ୍ଚ କରନ୍ତୁ ✅ ତଥ୍ୟରେ ତ୍ରୁଟି ଥିଲେ ସଂଶୋଧନ କରନ୍ତୁ ✅ ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ କରନ୍ତୁ "ସଠିକ୍ ଭୋଟର ତାଲିକା, ସଶକ୍ତ ଗଣତନ୍ତ୍ର" #Koraput #VoterListRevision #VoterAwareness #ElectionCommission #KoraputNews #OdishaNews #Democracy #VoteForIndia #କୋରାପୁଟ #ଭୋଟର_ତାଲିକା #ଗଣତନ୍ତ୍ର #ଓଡ଼ିଶା_ଖବର

Koraput Town, Koraput | Jun 5, 2026

ଜୟପୁର MSSRFରେ ସାମୁଦାୟିକ ବୀହନ ଉତ୍ସବ ଅନୁଷ୍ଠିତ @Amo Odisha Live #news #jeypore #MSSRF #highlightseveryone #nonfollowersviewers #Swaminathan

ଜୟପୁର MSSRFରେ ସାମୁଦାୟିକ ବୀହନ ଉତ୍ସବ ଅନୁଷ୍ଠିତ @Amo Odisha Live #news #jeypore #MSSRF #highlightseveryone #nonfollowersviewers #Swaminathan

Koraput Town, Koraput | Jun 5, 2026