#ସଂସାର_ଛାଡ଼ି_ବ୍ରହ୍ମଚର୍ଯ୍ୟ_ପଥ_କାହିଁକି_ନେଲେ_ଏହି_ନିଷ୍ପତ୍ତି?
ହରିଶଙ୍କର ବାବାଙ୍କ ଜୀବନର ଏକ ଭିନ୍ନ ଅଧ୍ୟାୟ। ସାଂସାରିକ ଜୀବନରୁ ଆଧ୍ୟାତ୍ମିକ ଜୀବନକୁ ଆସିବା ପଛରେ କ’ଣ ରହିଛି କାରଣ? କେମିତି ଥିଲା ଏହି ଯାତ୍ରା?
ନିଜ ଜୀବନର ଅନୁଭୂତି ଓ ଆଧ୍ୟାତ୍ମିକ ଯାତ୍ରା ବିଷୟରେ ହରିଶଙ୍କର ବାବା କହିଛନ୍ତି ଅନେକ ଅଜଣା କଥା। 🙏
ଦେଖନ୍ତୁ ଏହି ବିଶେଷ ସାକ୍ଷାତକାର…
#HarishankarBaba #Brahmacharya #SpiritualLife #Harishankar #Odisha #News11Odia #ସାଧୁ #ଆଧ୍ୟାତ୍ମିକ_ଜୀବନ #ବ୍ରହ୍ମଚର୍ଯ୍ୟ
Koraput Town, Koraput | Sep 13, 2026