Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
No video available

ସୁନ୍ଦରଗଡ ସହର: ସେମିନା ଇବ ନଦୀରେ ବୁଡ଼ି ଚାରି ନିଖୋଜ ସୂଚନା

ସୁନ୍ଦରଗଡ ଶନିବାର ଅପରାହ୍ନ ଚାରିଟା ତିରିଶ ମିନିଟ୍ ସମୟରେ ସଦର ଥାନା ଅନ୍ତର୍ଗତ ସେମିନା ଇବ ନଦୀରେ ବୁଡ଼ି 4 ନିଖୋଜ ନିଖୋଜ ଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଅଗ୍ନିସୋମ ବିଭାଗ ପକ୍ଷରୁ ପାଣି ରେ ଖୋଜିବା ଜାରି ରହିଛି।ସଦର ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ନିଖୋଜ ମାନେ ହେଲେ ସୁନ୍ଦରଗଡ ରିଯେଣ୍ଟ ମାର୍କେଟ ଅଞ୍ଚଳ ର ବୋଲି ସୁଚନା ମିଳିଛି।