Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending
No video available

ସୁନ୍ଦରଗଡ ସହର: ଏମସିଏଲ କୋଇଲା ଖଣି ସ୍ଥିତ କୁଲଡା ପାର୍କିଂରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଆଜି ସକାଳ ପ୍ରାୟ ୯ ଟା ସମୟରେ ହେମଗିର ପୋଲିସ ଏମସିଏଲ କୋଇଲା ଖଣି ସ୍ଥିତ କୁଲଡା ପାର୍କିଂ ଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମହିଳାଙ୍କ ନାମ ହରିପ୍ରିୟା ପଟ୍ଟା ଓ ତାଙ୍କ ବୟସ ୫୦ ବର୍ଷ ହୋଇଥିବାବେଳେ ସେ ବଲିଙ୍ଗା ଗ୍ରାମର ନିବାସୀ ଅଟନ୍ତି। କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଛି ତାହା ଜଣା ପଡ଼ିନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ଯବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।