କେନ୍ଦୁଝର ସଦର: ମଣିଷ-ହାତୀ ସଂଘର୍ଷ ରୋକିବା ପାଇଁ ନୂଆ ପଦକ୍ଷେପ: ଜିଲ୍ଲାରେ ହେଲା ମିନି କନକ୍ଲେଭ୍
ବନ୍ୟଜନ୍ତୁ ସପ୍ତାହ ଅବସରରେ ମଣିଷ-ହାତୀ ସଂଘର୍ଷ ହ୍ରାସ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ମିନି କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।