Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews

କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତାଙ୍କ ବିରୋଧରେ ଲକ୍ଷ୍ମୀପୁର ବିଜେପି ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ। ପୂର୍ବତନ ବିଧାୟକ କୈଳାଶ କୁଲେଷିକା କହିଲେ ପିସି କାରବାର ରେ ବର୍ତ୍ତମାନ ର ନେତାମାନେ ସାମିଲ ହୋଇଛନ୍ତି।

Jeypore, Koraput | Jun 2, 2026

MORE NEWS

କୋରାପୁଟ ଜିଲ୍ଲା ବୈପାରିଗୁଡା ରେ ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ମେଡିକାଲ ଗେଟ୍ ଆଗରେ ୩ ଘଣ୍ଟା ଧରି ଧାରଣା ଦିଆଯାଇଥିଲା, ବୈପାରିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବୈପାରିଗୁଡା ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତ ସହିତ କୁନ୍ଦୁରା ବ୍ଲକର ୫ ଟି ଗ୍ରାମ ପଞ୍ଚାୟତ ଏବଂ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳର ଲୋକ ନିର୍ଭର କରୁଛନ୍ତି। କିନ୍ତୁ ଏଠାରେ ଅନେକ ବିଭାଗର ଡାକ୍ତର ପଦବୀ ଓ ଷ୍ଟାଫ ନର୍ସ ପଦ ଖାଲି ପଡିଥିବାରୁ ରୋଗୀ ସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।

ଜୟପୁର ବ୍ଲକ ଗଡ଼ପଦର ପଂଚାୟତ ର ଛତ୍ରୀପୁତ ଗ୍ରାମ ରେ ଓ ଆଖ ପାଖ ଅଂଚଳ ରେ ଭାଲୁ ଆସିଥିବା ଜୟପୁର ବନଖଣ୍ଡ କୁ ସୂଚନା ମିଳିଥିବାରୁ ସାଙ୍ଗେ ସାଙ୍ଗେ ଜୟପୁର ବନଖଣ୍ଡ ରେଞ୍ଜର ଙ୍କ ନିଦେଶ ରେ ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସତର୍କ ସୁଚନା ପ୍ରଦାନ କରିଛନ୍ତି ଏବଂ ଭାଲୁ କୁ ନ ମାରିବାପାଇଁ ବନବିଭାଗ ପରାମର୍ଶ ଦେଇଛନ୍ତି, ଦେଖିବା ସାଙ୍ଗେ ସାଙ୍ଗେ ଭାଲୁ କୁ ବନବିଭାଗ କୁ ସୁଚନା ଦେବାପାଇଁ ଗାଁ ବାସୀଙ୍କୁ ବନଖଣ୍ଡ ବିଭାଗ ତରଫରୁ ସୁଚନା ପ୍ରଦାନ କରାଯାଇଛି,