ଜୟପୁର ବ୍ଲକ ଗଡ଼ପଦର ପଂଚାୟତ ର ଛତ୍ରୀପୁତ ଗ୍ରାମ ରେ ଓ ଆଖ ପାଖ ଅଂଚଳ ରେ ଭାଲୁ ଆସିଥିବା ଜୟପୁର ବନଖଣ୍ଡ କୁ ସୂଚନା ମିଳିଥିବାରୁ ସାଙ୍ଗେ ସାଙ୍ଗେ ଜୟପୁର ବନଖଣ୍ଡ ରେଞ୍ଜର ଙ୍କ ନିଦେଶ ରେ ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସତର୍କ ସୁଚନା ପ୍ରଦାନ କରିଛନ୍ତି ଏବଂ ଭାଲୁ କୁ ନ ମାରିବାପାଇଁ ବନବିଭାଗ ପରାମର୍ଶ ଦେଇଛନ୍ତି, ଦେଖିବା ସାଙ୍ଗେ ସାଙ୍ଗେ ଭାଲୁ କୁ ବନବିଭାଗ କୁ ସୁଚନା ଦେବାପାଇଁ ଗାଁ ବାସୀଙ୍କୁ ବନଖଣ୍ଡ ବିଭାଗ ତରଫରୁ ସୁଚନା ପ୍ରଦାନ କରାଯାଇଛି,