କାଶୀପୁର: ଉତ୍କଳ ଆଲୁମିନାରେ ଦୁର୍ଘଟଣା: ରେଡ ମୁଡ଼ରେ ଫସି ଡ୍ରାଇଭରଙ୍କ ମୃତ୍ୟୁ
ଉତ୍କଳ ଆଲୁମିନା ପ୍ରକଳ୍ପର ରେଡ ମୁଡ଼ ଅଞ୍ଚଳରେ ଟିପର ଫସି ଟିକିରାପଡା ଗ୍ରାମର ଡ୍ରାଇଭର ନିରଞ୍ଜନ କୁମ୍ଭାରଙ୍କ ମୃତ୍ୟୁ ହୋଇଛି। ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଆଲୋଚନା ଓ କ୍ଷତିପୂରଣ ନିଷ୍ପତ୍ତି ପରେ ମୃତଦେହ ଉଦ୍ଧାର କରାଯାଇଛି।