ଉମରକୋଟରେ ପୁଣି ବଡ଼ ଚୋରି! ସନ୍ଧ୍ୟାରେ ତାଲା ଭାଙ୍ଗି ଲୁଟିନେଲେ ୨ ଲକ୍ଷ ଟଙ୍କା ସହ ସୁନା-ରୁପା
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚୋରି ଘଟଣା ଥମିବାର ନାଁ ଧରୁନି। ଝରିଗାଁ ରୋଡ୍ ୫ ନମ୍ବର ୱାର୍ଡର ଦୀପକ ପ୍ରଧାନଙ୍କ ଘରୁ ସନ୍ଧ୍ୟା ସମୟରେ ତାଲା ଭାଙ୍ଗି ୨ ଲକ୍ଷ ଟଙ୍କା ନଗଦ, ସୁନା ହାର, ମୁଦି, ଚେନ୍ ଓ ରୁପା ପାଉଁଜି ଚୋରି। ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି।
#Umarkote #UmarkotNews #Nabarangpur #NabarangpurNews #OdishaNews #Chori #TheftInUmarkote #JeyporeBreaking #Koraput #OdishaCrime