SIRକୁ ନେଇ ବିଜେପିର ବଡ଼ ଦାବି! ସବୁ ଠିକ୍ ଅଛି ଭୋଟର ତାଲିକାରେ ଭୁଲ୍ ଥିଲେ ଦାୟୀ କିଏ?
SIR ପ୍ରକ୍ରିୟାକୁ ନେଇ ରାଜନୀତି ଚର୍ଚ୍ଚା। ଭୋଟର ତାଲିକାରେ ଯଦି କୌଣସି ଭୁଲ୍ ରହିଛି, ତେବେ ତାହାର ନିରପେକ୍ଷ ଯାଞ୍ଚ ହେବା ଉଚିତ। ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ।
#SIR #BJP #ElectionCommission #VoterList #OdishaNews #JayapurBreaking
Koraput, Koraput | Oct 31, 2026