ପୋଡ଼ାଗଡ଼ ନିକଟ ପାଟମାଳିଗୁଡ଼ାରେ ସୁନା ଚୋରି ଉଦ୍ୟମ! ମାଳିବାଡ଼ରେ ମହିଳାଙ୍କୁ ଟାର୍ଗେଟ, ଚୋରକୁ ଧରି ବାନ୍ଧିଲେ ଗାଁ ଲୋକେ - ପୁଲିସର ବିଳମ୍ବରେ ଅସନ୍ତୋଷ
କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ନିକଟ ପାଟମାଳିଗୁଡ଼ା ଗ୍ରାମରେ ମାଳିବାଡ଼ରେ କାମ କରୁଥିବା ମହିଳାଙ୍କ ସୁନା ଅଳଙ୍କାର ଚୋରି ଉଦ୍ୟମ। ସନ୍ଦିଗ୍ଧଙ୍କୁ ଗ୍ରାମବାସୀ ଧରିବା ପରେ ଘଟଣାସ୍ଥଳରେ ଉତ୍ତେଜନା। ପୁଲିସ ୩-୪ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଅସନ୍ତୋଷ।
#KoraputNews #Patmaliguda #Podagada #GoldTheft #KoraputSadarThana #JeyporeBreaking #OdishaNews #CrimeNewsOdisha #KoraputBreaking #PatamaligudaNews
Koraput, Koraput | Oct 31, 2026