Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
No video available

ସୁନ୍ଦରଗଡ ସହର: ଚାରପଡା ଛକରୁ ଦେଶୀ ମଦ ଜବତ ସହ ଜଣେ ଗିରଫ

ହେମଗିର ଥାନା ଅନ୍ତର୍ଗତ ଚାରପଡା ଛକରୁ ଆଜି ସନ୍ଧ୍ୟାରେ ଦେଶୀ ମଦ ବିକ୍ରି କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୫ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ଲଇକେରା ଗ୍ରାମର ଧବଳେଶ୍ୱର ଧୃଆ (୩୬) ବୋଲି ଜଣାପଡିଛି।