Public App Logo
Jansamasya
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Rain
Kashmir
���ाकिस्तान
���िवाद
Trending
Bengal
���खिलेश
���ारतीय
���ोगी_आदित्यनाथ
Sonunigam
Arvindkejriwal
No video available

ସୁନ୍ଦରଗଡ ସହର: କନକତୋରା ଛକଠାରୁ ଦେଶୀ ମଦ ଜବତ ସହ ମହିଳା ବେପାରୀଙ୍କୁ ଗିରଫ କଲା ପୋଲିସ

ସୋମବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ କନକତୋରା ଛକଠାରୁ ଦେଶୀ ମଦ ଜବତ ସହ ମହିଳାଙ୍କୁ ଗିରଫ କରାଯାଇଛି। ହେମଗିର ପୋଲିସ ପାଟ୍ରୋଲିଂ କରିବା ସମୟରେ ୭ ଲିଟର ଦେଶୀ ମଦ ଜବତ କରିବା ୫୦ ବର୍ଷୀୟା ମହିଳାଙ୍କୁ ଗିରଫ କରିଛନ୍ତି। ଗିରଫ ମହିଳାଙ୍କର ନାମ ପ୍ରମିଳା କିଷାନ ବୋଲି ଜଣା ପଡିଛି।