Public App Logo
Jansamasya
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Rain
Kashmir
���ाकिस्तान
���िवाद
Trending
Bengal
���खिलेश
���ारतीय
���ोगी_आदित्यनाथ
Sonunigam
Arvindkejriwal
No video available

ସୁନ୍ଦରଗଡ ସହର: ଜାମକାନିସ୍ଥିତ ବେଦାନ୍ତ କମ୍ପାନୀର ପ୍ରତିଶ୍ରୁତି ପାଳନରେ ଅବହେଳାକୁ ନେଇ ପ୍ରତିକ୍ରିୟା ରଖିଲେ ବିସ୍ଥାପିତ

ଆଜିକୁ ଗୋଟିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗୃହିତ ଜାମକାନୀ କୋଇଲା ଖଣି ପ୍ରକଳ୍ପରେ କୋଇଲା ଖନନ ଆରମ୍ଭ ହୋଇସାରିଛି । ଖଣି ଆରମ୍ଭ ପୂର୍ବରୁ ବିସ୍ଥାପିତ ୪ଟି ଗ୍ରାମ ଜାମକାନି, ଗିରିସୀମା, ମେଣ୍ଡ୍ରା, ଓ ଝାରପଳମର ବିସ୍ଥାପିତ ଗ୍ରାମବାସୀମାନେ ପୁନର୍ବାସ ଥଇଥାନ ଓ ନିଯୁକ୍ତି ଆଦି ବିଭିନ୍ନ ଦାବି ନେଇ ଅନେକ ଦିନ ଧରି ଆନ୍ଦୋଳନ କରିଥିଲେ । ହେଲେ ପ୍ରତିଶ୍ରୁତି ପାଳନରେ କମ୍ପାନୀ ଫେଲ ମାରିଥିବାରୁ ଆଗକୁ ପୁଣି ଆନ୍ଦୋଳନ ନେଇ ବିସ୍ଥାପିତମାନେ ଚେତାବନୀ ଦେଇଛନ୍ତି। ।