ଟିଟିଲାଗଡ: ବଲାଙ୍ଗୀରରେ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଲୁଟ
ବଲାଙ୍ଗୀର ଜିଲ୍ଲାରେ ସୂଚନା ଅଧିକାର କର୍ମୀ ସୁରଥ ବେହେରାଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ। ତିନି ଜଣ ଦୁର୍ବୃତ୍ତ ସ୍କୁଟିରେ ଯାଉଥିବା ସମୟରେ ତାଙ୍କୁ ମାଡ଼ ମାରି ମୋବାଇଲ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ସେ ଭବାନୀପାଟଣାରେ ଚିକିତ୍ସିତ ହେଉଛନ୍ତି।