Public App Logo
ବଦଳିଲା ନିଶା ନେବାର ତରିକା! ଭାଇରାଲ ହେଉଛି ନିଶା ଇଞ୍ଜେକସନ୍‌ର ଭିଡିଓ! ଯୁବପିଢ଼ି ମଧ୍ୟରେ ନିଶା ସେବନର ନୂଆ ତରିକାକୁ ନେଇ ଚିନ୍ତା ବଢ଼ିଛି। ଇଞ୍ଜେକସନ୍‌ ମାଧ୍ୟମରେ ନିଶା ନେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ନିଶାର ଏହି ବିପଜ୍ଜନକ ପ୍ରବୃତ୍ତିକୁ ନେଇ ଅଭିଭାବକ ଓ ସମାଜ ମଧ୍ୟରେ ଚିନ୍ତା ବଢ଼ିଛି। #DrugAbuse #DrugAwareness #Youth #ViralVideo #KoraputNews - Koraput Town News