ଅର୍ଥାଭାବ ସାଜିଛି ଭବିଷ୍ୟତ ଗଢିବାରେ ବାଧକ, ଅନେକ ବାଧାବିଘ୍ନ ପରେ ନିଟ ପାସ ,ଆଡ଼ମିସନ କରିପାରୁନାହାନ୍ତି ଅଭାବୀ ଛାତ୍ର । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକାନେଣ୍ଡି ପଂଚାୟତ ଜାମୁବାହାଳୀ ଗାଁ ର. ଜଣେ ନିରୀହଆଦିବାସୀ ପିଲା ସୁଦାମ ହାଂସଦା। ପାଞ୍ଚ ଭଉଣୀ ରେ ଗୋଟିଏ ଭାଇ। ବାପା ସୋମନାଥ ହାଁସଦା ଦୁଃଖ କଷ୍ଟ କରି ପରିବାର ଚଳାଉଥିବା ବେଳେ କିଡ଼ନୀ ରୋଗରେ ପୀଡିତ ହୋଇ ଏବେ ଶଯ୍ୟାଶାୟୀ ଓ ଅସହାୟ। ସୁଦାମ ଓ ତାଙ୍କ ମା ପର ଘରେ ମୁଲ ଲାଗନ୍ତି।