ଆନନ୍ଦପୁର ବ୍ଲକ ବାଇଲୋ ପଂଚାୟତ ଭାଟିସିରା ଗ୍ରାମର ଅଭିମନ୍ୟୁ ଜେନାଙ୍କ ମଝିଆ ପୁଅ ପ୍ରକାଶ କୁମାର ଜେନା(ରାଜୁ) ଦୀର୍ଘ ୧୦ବର୍ଷ ପୂର୍ବରୁ ଘରର ଖରାପ ପରିସ୍ଥିତି ପାଇଁ କେଉଁଆଡ଼େ ଚାଲିଯାଇଛନ୍ତି । ଏପଟେ ଘରର ରୋଗୀଣା ବାପା ,ମାଆ ତାକୁ ଝୁରିଝୁରି ରୋଗଗ୍ରସ୍ତ ହୋଇ ବିଛଣାରେ ପଡିରହିଛନ୍ତି । ସମ୍ପୂର୍ଣ ଶଯ୍ୟାଶାୟୀ ହୋଇ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ରୋଗିଣା ବାପା ମାଆ । ଯଦି କେହି ସନ୍ଧାନ ପାଆନ୍ତି ଦୟାକରି 8260764783 ରେ ଜଣାଇବା ପାଇଁ ଅନୁରୋଧ