Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଞ୍ଚଳରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର

Sambalpur M, Sambalpur | Apr 19, 2025
ସମ୍ବଲପୁରରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ହେବାକୁଥିବା ଓ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥାନ ପରିଦର୍ଶନ ଓ କାର୍ଯ୍ୟର ସମିକ୍ଷା କରିଛନ୍ତି ଆଜି ପୁର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର। ଆଜି ହୀରାକୁଦ ଓ ବୁର୍ଲା ରେ ଚାଲୁଥିବା ବିଭିନ୍ନ ରାସ୍ତା, ନାଳି ଓ ଉନ୍ନୟନ କାର୍ଯ୍ୟ କୁ ମଧ୍ଯ ସମୀକ୍ଷା କରିଥିଲେ ବିଧାୟକ ଓ ଯନ୍ତ୍ରୀଗଣ । ସମ୍ବଲପୁର ସହିଦ ଛକରୁ ଫାସକୁଦା ଦେଇ ସୋନପୁର ରାସ୍ତା କୁ ସଂଯୋଗ କରିବା ପାଇଁ ନିର୍ମାଣ ହେବାକୁଥିବା ରିଙ୍ଗ ରୋଡର ପାର୍ଶ୍ଵ ପରିଦର୍ଶନ କରିଥିଲେ ଟିମ୍ ।

MORE NEWS