Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କୋରାପୁଟ ସହର: କୋରାପୁଟ ଜିଲ୍ଲାରେ ସୋମବାର ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି,ଗତ ୨୪ ଘଣ୍ଟା ରେ ୨୯୯.୪ ମିଲିମିଟର ବର୍ଷା ରେକର୍ଡ଼

Koraput Town, Koraput | Jul 6, 2025
କୋରାପୁଟ ଜିଲ୍ଲାରେ ସୋମବାର ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲା ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏନେଇ ରବିବାର ଦିନ ୩ଘଣ୍ଟା ସମୟରେ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୯୯.୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ୟେଲୋ ୱାର୍ନିଂ ଥିବାରୁ ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

MORE NEWS

କୋରାପୁଟ ସହର: କୋରାପୁଟ ଜିଲ୍ଲାରେ ସୋମବାର ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି,ଗତ ୨୪ ଘଣ୍ଟା ରେ ୨୯୯.୪ ମିଲିମିଟର ବର୍ଷା ରେକର୍ଡ଼ - Koraput Town News