#ମୋବାଇଲ୍_ଫେରାଇବା_ପାଇଁ_ଲାଞ୍ଚ_ନେଉଥିବା_ବେଳେ_କାବୁ_କଲା_ଭିଜିଲାନ୍ସ
ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ପୋଲିସ ଏଏସଆଇ ଶ୍ରୀ ରାଜେଶ କୁଲୁ ଏବଂ ହୋମଗାର୍ଡ ଚାଳକ ଶ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ୨ଟି ମୋବାଇଲ୍ ଫୋନ୍ ଫେରାଇବା ଏବଂ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି |
#pabitranewsodisha #latastnews #OdishaNews #BreakingNews #vililance
Kendujhar Town, Kendujhar | Jun 18, 2026