#ଶୋଇବା_ଘରୁ_ବାହାରିଲେ_ଏକାସାଙ୍ଗେ_୨୩_ନାଗଛୁଆ।
ଘରର ମାଟି ଚଟାଣ ଖୋଳାଯିବା ପରେ ଯାହା ଦେଖାଗଲା, ସେଥିରେ ପରିବାର ଲୋକଙ୍କ ହୋସ୍ ଉଡ଼ିଗଲା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚନ୍ଦୁକୁଡା ଗ୍ରାମର ଗୌରାଙ୍ଗ ଜେନାଙ୍କ ଶୋଇବା ଘରେ ମିଳିଛି ୨୩ ସାପ ଛୁଆ। ଘଟଣା ସ୍ଥଳ ରେ ସାପ ଉଦ୍ଧାର ଟିମ୍ ପହଞ୍ଚି ସମସ୍ତ ସାପ ଙ୍କୁ ଉଦ୍ଧାର କରିଛନ୍ତି |
#latastnewsupdate #pabitranewsodisha #BreakingNews #latastnews
#SnakeRescue #BabyCobra #Jajpur #Odisha
Kendujhar Town, Kendujhar | Jun 24, 2026