#ଅଟୋକୁ_ପିଟିଲା_ଟ୍ରକ୍
#ଚାଳକ_ଆହତ
କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପର୍ସଳା ଛକ ନିକଟରେ ଏକ ତିନି ଚକିଆ ଅଟୋ ପଛରେ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି |
#latastnewsupdate #pabitranewsodisha #RoadAccident #BreakingNews #pabitranewsodisha
Kendujhar Town, Kendujhar | Jun 24, 2026