Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
image
image
image

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ l ଆଜି ଅପରାହ୍ନ ରେ ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୁର୍ବ୍ୟବହାର କରିବା ସହ ନିଜ ମୋବାଇଲରେ ତାଙ୍କ ଭାଇ ସେହି ସମୟର ଭିଡିଓ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ସରପଞ୍ଚ ଚାମେଲୀ ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚମେଲୀ l ପରେ ପୋଲିସ ଥାନାକୁ ଆଣିବା ପରେ ଚମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ l ଚମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ l #odisha #OdishacityNews #OdishaPolitics

Raurkela M, Sundargarh | Jun 11, 2026
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ l ଆଜି ଅପରାହ୍ନ ରେ ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୁର୍ବ୍ୟବହାର କରିବା ସହ ନିଜ ମୋବାଇଲରେ ତାଙ୍କ ଭାଇ ସେହି ସମୟର ଭିଡିଓ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ସରପଞ୍ଚ ଚାମେଲୀ ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚମେଲୀ l ପରେ ପୋଲିସ ଥାନାକୁ ଆଣିବା ପରେ ଚମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ l ଚମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ l #odisha #OdishacityNews #OdishaPolitics - Raurkela M News