ଅସ୍ମିତା ଖେଲୋ ଇଣ୍ଡିଆ ଉଶୁ ସିଟି ଲିଗ୍ ଓ ଅନୁଗୋଳ ଜିଲ୍ଲା ଉଶୁ ଚାମ୍ପିଅନସିପ୍ ଅନୁଷ୍ଠିତ। ଅନୁଗୋଳ ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କଲେ ପ୍ରତିଯୋଗୀ। କୃତୀ ଖେଳାଳିଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ। #anguldistrictadministration #anugul #wushu #SportsNews #angulexpress #Odisha #CMOOdisha