ଭିଜଲାନ୍ସ ଜାଲରେ ଗୋଲାମୁଣ୍ଡା ତହସଲଦାର ଚନ୍ଦନ କୁମାର ନାୟକ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗୁରୁବାର ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି#Kalahandi #Golamunda#damanbanilive #VigilanceRaid #OdishaVigilance #BriberyCase #Tahasildar #OdishaNews #BreakingNews #Corruption #JayapurUpdate #OdishaNewsUpdate #VigilanceAction