Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବୌଦ୍ଧ ସଦର: ରାଣୀଗଞ୍ଜ ଗ୍ରାମ ରାସ୍ତାରୁ ୧୦ଲିଟର ଖଜୁରୀ ତାଡି ଜବତ କରି ମାମଲା ରୁଜୁ କଲା ଅବକାରୀ ପୋଲିସ

ଆଜି ରାତ୍ର ୮ଟା ସମୟରେ ହରାଭଙ୍ଗା ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୦.୩୦ସମୟରେ ପୂରୁଣାକଟକ ଥାନା ଅନ୍ତର୍ଗତ ରାଣୀଗଞ୍ଜ ଗ୍ରାମ ରାସ୍ତାରେ ବେଆନ ଖୁଜୁରୀ ତାଡି କଟା ଯାଉଥିବା ନେଇ, ହରଭଙ୍ଗା ଅବକାରୀ ପୋଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୧୦ଲିଟର ବେଆନ ତାଡି ଖଜୁରୀ ତାଡି ଜବତ କରି ସମ୍ପୃକ୍ତ ଆସାମୀକୁ ଗିରଫ କରି ୧୨୫/୨୫-୨୬ରେ ମାମଲା ରୁଜୁ କରିବା ପରେ BNS ୩୫(୩)ରେ ନୋଟିସ ଦେଇ ଛାଡି ଦିଆଯାଇଛି l ଏନେଇ ହରାଭଙ୍ଗା ଅବକାରୀ ଥାନାନର ଇନଚାର୍ଜ OIC ଅସିତ କୁମାର ପ୍ରଧାନ ସୂଚନା ଦେଇ ଛନ୍ତି

MORE NEWS

ବୌଦ୍ଧ ସଦର: ରାଣୀଗଞ୍ଜ ଗ୍ରାମ ରାସ୍ତାରୁ ୧୦ଲିଟର ଖଜୁରୀ ତାଡି ଜବତ କରି ମାମଲା ରୁଜୁ କଲା ଅବକାରୀ ପୋଲିସ - Baudh Sadar News