Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ || Public Hearing, Rayagada #rayagada #districtcollector #publichearing #latestnews #newstoday #todaysnews #odishanews #breakingnews #topnews #odiasamachar #reporterstoday

Odisha, India | Jun 21, 2026

MORE NEWS

କିଛି ମାନିଲେନି!  ଚପଲ ଠେଙ୍ଗା ରେ ସେକି ଦେଇଗଲେ  ବିଦ୍ୟୁତ୍ ଚୋରି ଧରିବାକୁ ଯାଇ ଏନଫୋର୍ସମେଣ୍ଟ ଟିମ୍‌କୁ ମାଡ଼  ଭଦ୍ରକ, ଚଣ୍ଡୀପୁର l
ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ବା ପରେି ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରୀ କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡର ଭିଡିଓ ଭାଇରାଲ ହେଉଛି ।
#Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OdishaNews #PoliceInvestigation #OdishaTV 
#PowerTheft #BhadrakNews #ViralVideo #CrimeNews #EnergyDepartment
#LatestNews #NewsUpdate #OdiaNews
 #NewsAlert #news7odia

କିଛି ମାନିଲେନି! ଚପଲ ଠେଙ୍ଗା ରେ ସେକି ଦେଇଗଲେ ବିଦ୍ୟୁତ୍ ଚୋରି ଧରିବାକୁ ଯାଇ ଏନଫୋର୍ସମେଣ୍ଟ ଟିମ୍‌କୁ ମାଡ଼ ଭଦ୍ରକ, ଚଣ୍ଡୀପୁର l ବାରମ୍ବାର ବିଦ୍ୟୁତ୍ ଚୋରି କରି ଲାଇନ୍ ଜାଳୁଥିଲେ, ଦୁଇ ଥର ଧରା ପଡ଼ବା ପରେି ଫାଇନ ମଧ୍ୟ ଦେଇଥିଲେ। ଗତ ଜୁନ ୧୯ ତାରିଖରେ ତୃତୀୟ ଥର ଚୋରୀ କରି ହୁକ ପକାଇ ବିଦ୍ୟୁତ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମ ଚଢାଉ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ନିସ୍ତୁକ ମାଡ ମଧ୍ୟ ମାରିଲେ । ଭଦ୍ରକ ବନ୍ତ ଥାନା ଅଧୀନ ଚଣ୍ଡୀପୁରରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡର ଭିଡିଓ ଭାଇରାଲ ହେଉଛି । #Bhadrak #OdishaCrime #ElectricityTheft #PowerRaid #ViralVideo #EnforcementTeam #OdishaNews #PoliceInvestigation #OdishaTV #PowerTheft #BhadrakNews #ViralVideo #CrimeNews #EnergyDepartment #LatestNews #NewsUpdate #OdiaNews #NewsAlert #news7odia

Korai, Jajpur | Jun 22, 2026

ଯାଜପୁର ଜିଲ୍ଲା କୋରେଇ ପୂର୍ବକୋଟ ଅଞ୍ଚଳରେ ଚାଞ୍ଚଲ୍ୟ। ବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଯୁବକ। ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗୁଳି ବାଇକ୍‌ରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ବ୍ୟକ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କୋରେଇ ଥାନା ପୋଲିସ।
#Odisha #Jajpur #Korei #CrimeNews #BreakingNews #CCTVFootage #OdishaPolice #JajpurNews #KoreiPolice #GunFiring #LatestNews #ViralNews #OdiaNews #JajpurSP #CrimeAlert #news7odia

ଯାଜପୁର ଜିଲ୍ଲା କୋରେଇ ପୂର୍ବକୋଟ ଅଞ୍ଚଳରେ ଚାଞ୍ଚଲ୍ୟ। ବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ୨ ଯୁବକ। ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗୁଳି ବାଇକ୍‌ରେ ବାଜିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଜଣ ବ୍ୟକ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କୋରେଇ ଥାନା ପୋଲିସ। #Odisha #Jajpur #Korei #CrimeNews #BreakingNews #CCTVFootage #OdishaPolice #JajpurNews #KoreiPolice #GunFiring #LatestNews #ViralNews #OdiaNews #JajpurSP #CrimeAlert #news7odia

Korai, Jajpur | Jun 22, 2026